ରାଜ୍ୟରେ ଆଉ ୪୬୭ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୪୬୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୭୨ ଓ ସ୍ଥାନୀୟ ଅଂଚଳରୁ ୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ଜଣ ହେଉଛନ୍ତି ଶିଶୁ ଓ କିଶୋର । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩, କଟକରୁ ୩୬, ବାଲେଶ୍ୱରରୁ ୧୬,…

ସୁପ୍ରିମକୋର୍ଟରେ ସେନାର ୩୯ ମହିଳା ଅଧିକାରୀଙ୍କ ବଡ଼ ବିଜୟ, ସ୍ଥାୟୀ କମିଶନ ପାଇଁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ…

ନୂଆଦିଲ୍ଲୀ: ଭାରତୀୟ ସେନାର ୩୯ ମହିଳା ଅଧିକାରୀ ସୁପ୍ରିମକୋର୍ଟରେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଏହି ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ସହ ଜଡିତ ଆଦେଶ ଶୀଘ୍ର ଜାରି କରାଯିବା ଉଚିତ ବୋଲି କହିଛନ୍ତି।…

ଏଥର ପଂଚାୟତ ନିର୍ବାଚନରେ ସେଂଟ୍ରାଲ କାଉଣ୍ଟିଂ

ଭୁବନେଶ୍ୱର- ଆଗାମୀ ପଂଚାୟତ ନିର୍ବାଚନରେ ସେଂଟ୍ରାଲ କାଉଟିଂ ହେବ । ମତଦାନ ସରିବା ପରେ ଭୋଟ ବାକ୍ସଗୁଡିକୁ ଷ୍ଟ୍ରଙ୍ଗ ରୁମରେ ରଖାଯିବ । ବ୍ଲକସ୍ତରରେ ଷ୍ଟ୍ରଙ୍ଗରୁମ୍ ପ୍ରସ୍ତୁତ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ କହିଛନ୍ତି । ନିର୍ବାଚନ ପାଇଁ ଅଧିକ ବାଲାଟ ବକ୍ସର ଆବଶ୍ୟକ…

ବିନା ଛୁଂଚିରେ ଶିଶୁଙ୍କୁ ଦିଆଯିବ କୋଭିଡ ଟିକା

ଭୁବନେଶ୍ୱର – ଶିଶୁଙ୍କୁ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ, ରାଜ୍ୟରେ ବିନା ଛୁଂଚିରେ ଶିଶୁଙ୍କୁ ଟିକା ଦିଆଯିବ । ପିଲାମାନେ ଇଂଜେକସନକୁ ଡରୁଥିବାରୁ ବିନା ଛୁଂଚିରେ ସେମାନଙ୍କୁ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି…

ପାକିସ୍ତାନକୁ ଧୂସର ତାଲିକାରେ ବଜାୟ ରଖିଲା ଏଫ୍ଏଟିଏଫ୍

ଇସଲାମାବାଦ: ପ୍ୟାରିସରେ ଆୟୋଜିତ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍) ର ଅନଲାଇନ୍ ବୈଠକରେ ପାକିସ୍ତାନକୁ ଧୂସର ତାଲିକାରେ ବଜାୟ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗୁରୁବାର ସନ୍ଧ୍ୟାରେ ଜାରି ଏକ ବିବୃତ୍ତିରେ ଏଫ୍ଏଟିଏଫ୍ କହିଛି ଯେ ଆତଙ୍କବାଦ ବିରୋଧରେ ୩୪ ସୂତ୍ରୀ…

ମୟୂରଭଞ୍ଜ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାରିପଦା – ମୟୂରଭଞ୍ଜ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରିପଦାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଉଦବୋଧନ ଦେଇ…