ଦୀପାବଳିରେ ଲକ୍ଷାଧିକ ଟଙ୍କାର ବାଣ ଜବତ

ବ୍ରହ୍ମପୁର: ଗ୍ରୀନ୍ କ୍ରାକର୍ ବ୍ୟତୀତ ଅନ୍ୟ ବାଣ ବିକ୍ରି ପାଇଁ ଗଞ୍ଜାମ ଜିଲ୍ଲାରେ କାହାରିକୁ ଲାଇସେନ୍ସ ଦିଆଯାଇନି ବୋଲି ଗଞ୍ଜାମ ଜିଲ୍ଲାପାଳ ସ୍ପଷ୍ଟ କରି ଦେଇଥିଲେ। ତଥାପି ଦୀପାବଳି ପାଇଁ ବ୍ରହ୍ମପୁର ସହର ସମେତ ବିଭିନ୍ନ ସ୍ଥାନରେ ଅନେକ ଲୋକ ଏଥିରୁ ବିରତ ହୋଇ ନାହାନ୍ତି। ପୋଲିସ ପ୍ରଶାସନ…