ଅକ୍ଷୟ ତୃତୀୟା ଓ କୃଷକ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର –ଆଜି ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ ବୋଲି ଆଶା ପ୍ରକାଶ କରିଛନ୍ତି…

ବ୍ଲାକ୍ ଫଙ୍ଗସ ରୋଗ ପାଇଁ ରାଜ୍ୟ ସରକାର ଗଠନ କଲେ ବିଶେଷଜ୍ଞ କମିଟି

ଭୁବନେଶ୍ୱର- କୋଭିଡ ରୋଗୀ ଓ କୋଭିଡରୁ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଦେଖାଦେଉଥିବା ବ୍ଲାକ ଫଙ୍ଗସ୍ ରୋଗର ତଦାରଖ ଓ ଏହାର ଚିହ୍ନଟ ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ୭ ଜଣିଆ କମିଟି ବ୍ଲାକ ଫଙ୍ଗସ୍ ରୋଗର ଚିହ୍ନଟ ଓ ଏହାର ମୁକାବିଲା ପାଇଁ ଗାଇଡଲାଇନ ପ୍ରସ୍ତୁତ…

କୋଭିଡ ଟିକା ପାଇଁ ଗ୍ଲୋବାଲ ଇ ଟେଣ୍ଡର ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର- କୋଭିଡ ଟିକା ପାଇଁ ଓଡିଶା ସରକାର ଗ୍ଲୋବାଲ ଇ ଟେଣ୍ଡର ଜାରି କରିଛନ୍ତି । କୋଭିଡ ଟିକା ଆମଦାନୀ ପାଇଁ ଗ୍ଲେ।।ବାଲ ଟେଣ୍ଡର ଡାକିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ସ୍ୱାକୃତ ଟିକା ପାଇଁ ରାଜ୍ୟ ଔଷଧ ନିଗମ ବିଜ୍ଞପ୍ତି ଜାରି କରିଛି । ଚଳିତମାସ ମେ ୨୦ ତାରିଖ ଦିନ ୩ଟାରୁ…

ସିସିସିରେ ଉତ୍ତମ ବ୍ୟବସ୍ଥା ନେଇ କୋଭିଡ ଆକ୍ରାନ୍ତ ଖୁସ୍ ପରିଦର୍ଶନ କଲେ ଆଇଜି , ଜିଲ୍ଲାପାଳ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ବିଶେଷ କରି ବିଭିନ୍ନ ସ୍ଥାନରେ ହୋଇଥିବା କୋଭିଡ୍ କେୟାର୍ ସେଣ୍ଟରରେ ଆକ୍ରାନ୍ତଙ୍କ ଉତ୍ତମ ଚିକିତ୍ସା ସାଙ୍ଗକୁ ସବୁ ପ୍ରକାରର ସୁବ୍ୟବସ୍ଥା ଚର୍ଚ୍ଚାର ବିଷୟ ହୋଇଛି ।…