ମୋଦି ବିରୋଧୀ ପୋଷ୍ଟର ମାମଲାରେ ୧୨ ଗିରଫ

ନୂଆଦିଲ୍ଲୀ: କୋଭିଡ୍ ପରିଚାଳନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ବିଭିନ୍ନ ସ୍ଥାନରେ ଲଗାଯାଇଥିବା ପୋଷ୍ଟର ମାମଲାରେ ଦିଲ୍ଲୀ ପୋଲିସ୍ ୧୨ ଜଣ ଲୋକଙ୍କୁ ଗିରଫ କରିଛି । ଗତ କିଛିଦିନ ଧରି ରାଜଧାନୀ ନଗରୀର ବିଭିନ୍ନ ସ୍ଥାନରେ ମୋଦି ବିରୋଧୀ ପୋଷ୍ଟର ଲାଗିଥିବା…

କୋରୋନା ମୁକାବିଲା ପାଇଁ ଉଚ୍ଚ କ୍ଷମତା ସଂପନ୍ନ ଉପଦେଷ୍ଟା କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର- କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଉଚ୍ଚ କ୍ଷମତା ସଂପନ୍ନ ଉପଦେଷ୍ଟା କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କମିଟି ଆଗାମୀ ଲହର ପାଇଁ ପ୍ରସ୍ତୁତି ଉପରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବ । ଏହାଛଡା ଟିକାକରଣ ଓ ଆବଶ୍ୟକୀୟ ଭିତ୍ତିଭୂମି ଉପରେ ବି କମିଟି…

ଶକ୍ତିଶାଳୀ ହେଉଛି ବାତ୍ୟା ‘ତଉକତେ’, ଗୁଜରାଟରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ବାତ୍ୟା ‘ତଉକତେ’ ଦୃଷ୍ଟିରୁ ଭାରତୀୟ ପାଣିପାଗ ବିଭାଗ ହାଇ ଆଲର୍ଟ ଜାରି କରିଛି । ଆରବ ସାଗରରେ ସୃଷ୍ଟ ଏହି ବାତ୍ୟା ମେ ୧୭ରେ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ ଏବଂ ମେ ୧୮ରେ ଏହା ଗୁଜରାଟ ଉପକୂଳରେ ମାଡ଼ ହେବ । ‘ତଉକତେ’ ଦୃଷ୍ଟିରୁ ଗୁଜରାଟ ସମେତ ସବୁ ପଶ୍ଚିମ ଭାରତର…

କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଭେଣ୍ଟିଲେଟର ଗୁଡିକୁ ତୁରନ୍ତ ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସ୍ଥିତି ଓ ଟିକାକରଣ ଅଭିଯାନର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ଦେଶରେ କୋଭିଡ୍ ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନ ସହ ଜଡିତ ସବୁ ଦିଗ ଉପରେ ଆଲୋଚନା କରିଥିଲେ । ଟିକାକରଣ…

ପଶ୍ଚିମବଙ୍ଗରେ ମେ ୧୬ ରୁ ୩୦ ସମ୍ପୂର୍ଣ୍ଣ ଲକଡାଉନ୍

‌କୋଲକାତା: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମମତା ବାନାର୍ଜୀ ସରକାର ରାଜ୍ୟରେ ମେ ୧୬ରୁ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ଥିବା ବେଳେ କେବଳ ଜରୁରୀ ସେବାକୁ ଅନୁମତି ମିଳିବ । ସବୁ…