ଗୀତା ମାହାତ୍ମ୍ୟ: ତ୍ରୈଗୁଣ୍ୟବିଷୟା ବେଦା ନିସ୍ତ୍ରୟିଗୁଣ୍ୟ ଭବାର୍ଜୁନ। ନିର୍ଦ୍ୱନ୍ଦ ନିତ୍ୟସତ୍ତ୍ୱସ୍ଥ ନିର୍ଯୋଗକ୍ଷେମ…
ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଆଶକ୍ତି ତ୍ୟାଗ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: -
ତ୍ରୈଗୁଣ୍ୟବିଷୟା ବେଦା ନିସ୍ତ୍ରୟିଗୁଣ୍ୟ ଭବାର୍ଜୁନ। ନିର୍ଦ୍ୱନ୍ଦ ନିତ୍ୟସତ୍ତ୍ୱସ୍ଥ ନିର୍ଯୋଗକ୍ଷେମ ଆତ୍ମବାନ।।
ହେ ଅର୍ଜୁନ ! ବେଦମାନେ ଉପରୋକ୍ତ ପ୍ରକାରରେ ତିନିଗୁଣର…