ଝାରପଡା ଜେଲ୍ ସୁପରିଟେଣ୍ଡେଂଟ୍ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଦଳି

ଭୁବନେଶ୍ୱର- ଜେଲ୍ ବିଭାଗରେ ଅଦଳ ବଦଳ କରାଯାଇଛି । ଝାରପଡା ଜେଲ୍ ସୁପରିଟେଣ୍ଡେଂଟ୍ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗୀର ଜେଲକୁ ବଦଳି କରାଯାଇଛି । ସରୋଜ କୁମାର ବିଶ୍ୱାଳ ହୋଇଛନ୍ତି ଝାରପଡା ଜେଲର ନୂଆ ସୁପରିଟେଣ୍ଡେଂଟ୍ । ବର୍ତ୍ତମାନ ସେ ପୁରୀ ଜେଲ୍ ଦାୟିତ୍ୱରେ ଅଛନ୍ତି । ବଲାଙ୍ଗିର…

ସାବାସ୍ ସ୍ନେହାଙ୍ଗିନୀ: ଭୟରେ ଆସୁନଥିବା ୩୮ ଲକ୍ଷଣଯୁକ୍ତଙ୍କ ପରୀକ୍ଷା କରାଇଲେ ବିଧାୟିକା, ଡାକ୍ତରୀ ଟିମ୍ ଦ୍ଵାରା ୧୦…

ବରଗଡ଼ : ବର୍ତ୍ତମାନ କରୋନାର ଭୟାବହତା ସାରା ଦୁନିଆଁର ଲୋକଙ୍କୁ ଆତଙ୍କିତ କରି ରଖିଛି । ପ୍ରତିଦିନ ମୃତ୍ୟୁର ଖବର ଲୋକଙ୍କୁ ଅତିଷ୍ଠ କରି ଦେଉଛି । ସେପଟେ , ଗାଁ ଗୁଡିକରେ ରହିଥିବା ଅନ୍ଧବିଶ୍ୱାସ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରି ଦେଉଛି । ପୁଣି ଆକ୍ରାନ୍ତଙ୍କୁ ଲୋକେ ଘୃଣା ଚକ୍ଷୁରେ…

‘ଟିକା, ଅକ୍ସିଜେନ ଓ ଔଷଧ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଗାଏବ୍’

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସାରା ଦେଶରେ ହାହାକାର ସ୍ଥିତି ସୃଷ୍ଟି କରିଛି। କୋଭିଡର‌ ନୂଆ ମାମଲା ସହ ମୃତ୍ୟୁସଂଖ୍ୟା କ୍ରମାଗତ ଭାବେ ବଢୁଛି। ଏଭଳି ଏକ ଘଡିସନ୍ଧି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି…

ଦେଶରେ ଆଉ ୩.୬୨ ଲକ୍ଷ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ପୁଣି ୪ ହଜାରରୁ ଊର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ: ଗତ ଦୁଇ ଦିନ ସାମାନ୍ୟ ହ୍ରାସ ପରେ ଭାରତରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩,୬୨,୭୨୭ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ପୁଣି ୪ ହଜାର ଟପିଛି । ଏହି ଘାତକ ରୋଗରେ ଆଉ ୪,୧୨୮ ରୋଗୀଙ୍କ ମୃତ୍ୟୁ ହୋଇଛି । ଗତକାଲି ରେକର୍ଡ ୪୨୦୭…

ଝାରପଡା ଜେଲ୍ ଭିତରେ ଗଞ୍ଜେଇ ଆସରର ଭିଡିଓ ଭାଇରାଲ୍

‌ଭୁବନେଶ୍ୱର- ଝାରପଡା ଜେଲ୍ ଭିତରେ ଗଞ୍ଜେଇ ଆସରର ଏକ ଭିଡିଓ ଭାଇରାଲ୍ ହୋଇଛି । ଜେଲରେ ନାଚଗୀତ ସହ ଗଂଜେଇ ବି ସେବନ ଚାଲିଛି । ତେବେ, କୋରୋନା କାଳରେ ଜେଲ୍ ଭିତରେ ନାଚ-ଗୀତକୁ ନେଇ ଉଠିଛି ପ୍ରଶ୍ନ ଉଠିଥିବା ବେଳେ ଭାଇରାଲ୍ ଭିଡିଓଟି କେବେକାର ତାହା ସ୍ପଷ୍ଟ ହୋଇନାହିଁ । କଡାକଡି ଯାଂଚ ହେବା…

ରାଜ୍ୟରେ ୧୦୬୪୯ ନୂଆ କୋରୋନା ଆକ୍ରାନ୍ତ, ୧ ଲକ୍ଷ ପାର୍ କଲା ସକ୍ରିୟ ମାମଲା

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ଉପରେ ହିଁ ରହିଛି । ଗତ ୨୪ ଘଂଟାରେ ୧୦ ହଜାର ୬୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୫ ହଜାର ୯୬୫ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୬୮୪ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୫୭ ଆକ୍ରାନ୍ତ…

ଟିକା ପାଇବେ ସାଧୁସନ୍ଥ ଓ ଭିକାରୀ

ସାଧୁସନ୍ଥ, ଭିକାରୀ, ଗରିବଙ୍କୁ ଦିଆଯିବ ଟିକା। ସାର୍ବଜନୀନ ଟିକାକରଣ ଅଭିଯାନକୁ ସଫଳ କରିବା ସକାଶେ ସରକାର ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକା ଦେବା ପ୍ରକ୍ରିୟା ଜାରି ରଖିଛନ୍ତି । ପ୍ରଥମେ ବିଭିନ୍ନ ଶ୍ରେଣୀର କରୋନା ଯୋଦ୍ଧା, ଏହା ପରେ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ…