ଦୀପାବଳୀ ପରେ ପର୍ଯ୍ୟାୟକ୍ରମେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍

ଭୁବନେଶ୍ୱର- ଦୀପାବଳି ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଲାଗି ସ୍କୁଲ୍ ଖୋଲିପାରେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କୋରୋନାର ତୃତୀୟ ଲହର ସମ୍ଭାବନା କମି କମି ଆସିଲାଣି । ଏ ଦୃଷ୍ଟିରୁ ଦୀପାବଳୀ ପରେ ସ୍କୁଲ୍ ଖୋଲିବା ନେଇ…

ଉତ୍ତରାଖଣ୍ଡ: ଖାତକୁ ଖସିଲା ଯାତ୍ରୀବାହୀ ବସ୍, ୧୧ ମୃତ

ଡେରାଡୁନ: ଉତ୍ତରାଖଣ୍ଡର ଡେରାଡୁନ ବିକାଶନଗର ନିକଟ ବୁଲହାଦ୍ ବିଲା ରୋଡରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଖାତରେ ଖସିପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ରେ ଥିବା ସମସ୍ତ…

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଓଡିଶା ଗସ୍ତକୁ କଂଗ୍ରେସର ବିରୋଧ, କାର୍‌କୁ ଅଣ୍ଡା ଓ କାଳିମାଡ

ଭୁବନେଶ୍ୱର- ଉତ୍ତର ପ୍ରଦେଶର ଲକ୍ଷମୀପୁର ଖେରି ଘଟଣାରେ ବିବାଦୀୟ ହୋଇପଡିଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଓଡିଶା ଗସ୍ତକୁ ବିରୋଧ କରିଛି କଂଗ୍ରେସ । ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କାର୍ ଉପରକୁ ଅଣ୍ଡା ଓ କାଳିମାଡ କରିଛନ୍ତି କଂଗ୍ରେସ…

ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ବିଜୁ ଛାତ୍ର ଜନତା ଦଳର ସାଇକେଲ ରାଲି

ଭୁବନେଶ୍ୱର- ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି ବିଜେଡି । ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ସାଇକେଲ ରାଲି କରିଛି ବିଜୁ ଛାତ୍ର ଜନତା ଦଳ । କେଶରୀ ହଲ୍ ଛକରୁ ସାଇକେଲ ରାଲି ବାହାର କରାଯାଇଥିଲା । ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ରୁଦ୍ର…

ରାଜ୍ୟରେ ୪୮୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୪୮୮ କୋରୋନା ଆକ୍ରାନ୍ତ । ଦୁଇ ଦିନ ପରେ ପୁଣି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୪ ଶହ ଉପରେ ରହିଛି । ସଙ୍ଗରୋଧରୁ ୨୮୫ ଓ ସ୍ଥାନୀୟ ଅଂଚଳରୁ ୨୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୭୭ ଜଣ ଅଛନ୍ତି ।…