ସମ୍ବିତ ପାତ୍ରଙ୍କ ମିଛ ଧରିଲା ଟ୍ୱିଟର, କଂଗ୍ରେସ୍ ଟୁଲ୍‌କିଟ୍ ପୋଷ୍ଟକୁ କହିଲା ବିଭ୍ରାନ୍ତିକର

ନୂଆଦିଲ୍ଲୀ: ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମିଛ ଧରିଛି ଟ୍ୱିଟର । ସମ୍ବିତ ପାତ୍ର ନିକଟରେ କଂଗ୍ରେସର ‘କାରୋନା ଟୁଲକିଟ୍‌’ ସମ୍ପର୍କରେ ଯେଉଁ ପୋଷ୍ଟ କରିଥିଲେ, ତାକୁ ଟ୍ୱିଟର ‘ମାନିପୁଲେଟଡ ମିଡ଼ିଆ’ ବା ବିଭ୍ରାନ୍ତିକର ବୋଲି ଦର୍ଶାଇଛି । ଅର୍ଥାତ୍ ଏହି ପୋଷ୍ଟରେ ଯାହା ଦାବି କରାଯାଇଛି…

ରାଜ୍ୟରେ ଆଉ ୨୭ ଜଣଙ୍କ କୋରୋନାରେ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୨୭ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୪୩୦କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆପଡା, ରାୟଗଡା ଓ ସୁନ୍ଦରଗଡରୁ ୩ ଜଣେ ଲେଖାଏଁ ପ୍ରାଣ…

ଯୌନ ନିର୍ଯାତନା ମାମଲାରେ ‘ତେହେଲ୍‌କା’ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ୍ ଦୋଷମୁକ୍ତ

ମୁମ୍ବାଇ: ଆଠ ବର୍ଷ ତଳର ଏକ ଯୌନ ନିର୍ଯାତନା ମାମଲାରେ ‘ତେହେଲ୍‌କା’ର ମୁଖ୍ୟ ସମ୍ପାଦକ ତରୁଣ ତେଜ୍‌ପାଲଙ୍କୁ ଗୋଆର ଏକ କୋର୍ଟ ଦୋଷମୁକ୍ତ କରିଛନ୍ତି । ତେଜପାଲଙ୍କ ବିରୋଧରେ ‘ତେହେଲ୍‌କା’ର ଜଣେ ମହିଳା କର୍ମଚାରୀ ବଳାତ୍କାର ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ୨୦୧୩ରେ ଏକ ହୋଟେଲ ଲିଫ୍ଟରେ…

ଆଜି ଅପରାହ୍ନରେ କ୍ୟାବିନେଟ ବୈଠକ

ଭୁବନେଶ୍ୱର- ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟର ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିପାରେ । ସାଢେ ୫ଟାରେ ବସିବ କ୍ୟାବିନେଟ ବୈଠକ । ବୈଠକରେ ରାଜ୍ୟର କୋରୋନା ସ୍ଥିତି ସଂପର୍କରେ ବି…

ରାଜ୍ୟରେ ପୁଣି ୧୨ ହଜାର ଟପିଲା ଦୈନିକ କୋରୋନା ସଂକ୍ରମଣ, ଖୋର୍ଦ୍ଧା, କଟକ ଓ ଅନୁଗୁଳ ଜିଲ୍ଲାର ସ୍ଥିତି ଉଦ୍‌ବେଗଜନକ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୧୨ ହଜାର ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୨ ହଜାର ୫୨୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭ ହଜାର ୧୨ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୫୧୧ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର…

ମହାରାଷ୍ଟ୍ର: ପୋଲିସ୍ ସହ ସଂଘର୍ଷରେ ୧୩ ନକ୍ସଲ ନିହତ

ମୁମ୍ବାଇ: ମହାରାଷ୍ଟ୍ରର ଗଡ୍‌ଚିରୋଲି ଜିଲ୍ଲାରେ ପୋଲିସ୍ ସହ ସଂଘର୍ଷରେ ୧୩ ଜଣ ନକ୍ସଲ୍‌ଙ୍କ ମୃତ୍ୟୁ ହୋଇଛି । ଗଡ୍‌ଚିରୋଲି ଜିଲ୍ଲାର କୋଟ୍‌ମି ଜଙ୍ଗଲରେ ଆଜି ଭୋର୍ ୫ଟା ୩୦ ମିନିଟ୍‌ରୁ ମହାରାଷ୍ଟ୍ର ପୋଲିସ୍‌ର ସି-୬୦ କମାଣ୍ଡୋ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେଠାରେ କିଛି…

ଦେଶରେ କମୁଛି କରୋନା ସଂକ୍ରମଣ, କିନ୍ତୁ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କମୁଛି । ହେଲେ ଏହି ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ମୁତାବକ ଗତ ୨୪ ଘଣ୍ଟାରେ ଦେଶରେ ୨,୫୯,୫୫୧ ମାମଲା ରେକର୍ଡ କରାଯାଇଛି । ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ୪୦୦୦ ଟପିଛି । ଦିନକରେ ଏହି ରୋଗରେ…

ପ୍ରବାସୀ ଓଡ଼ିଆଙ୍କ ବିୟୋଗ, ତୁରନ୍ତ ସହାୟତା ଯୋଗାଇ ଦେଲେ ମୁଖ୍ୟମନ୍ତ୍ରୀ

ସେ ସବୁ ଓଡ଼ିଆଙ୍କ ସୁଖଦୁଃଖର ସାଥି। ଓଡ଼ିଶା ମାଟିରେ ଥାଆନ୍ତୁ କି ରାଜ୍ୟ/ଦେଶ ବାହାରେ, କାହାରି ଦୁଃଖ କଷ୍ଟ ସମ୍ପର୍କରେ ଜାଣିବା ମାତ୍ରେ ସହଯୋଗର ହାତ ବଢ଼ାଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ତାଙ୍କ ଦରଦୀବନ୍ଧୁ ମନୋଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି।…