ଓଡିଆ ଲଘୁ ସଂଗୀତର ଦିଗ୍‌ଦର୍ଶକ ଅକ୍ଷୟ ମହାନ୍ତି

ବିପିନ ମହାପାତ୍ର (ଅକ୍ଷୟ ଜୟନ୍ତୀ ବିଶେଷ) ସନ୍ ୧୯୪୮ରେ ପ୍ରତିଷ୍ଠା ହେଲାଐତିହାସିକ ନଗରୀ କଟକରେ ଆକାଶବାଣୀ କେନ୍ଦ୍ର (ରେଡ଼ିଓ ଷ୍ଟେସନ୍) । ସେତେବେଳେ ଓଡ଼ିଶାର ପ୍ରମୁଖ ସଂଗୀତସାଧକ ନିଜସ୍ୱ ପ୍ରତିଭା ବିକଶିତ କରିବାର ସୁଯୋଗ ପାଇଲେ । ଲୋକଲୋଚନର ଅନ୍ତରାଳରେ ଥିବା କଣ୍ଠଶିଳ୍ପୀ ଓ…

ଜମ୍ମୁ କାଶ୍ମୀର: ଶୋପିଆନ ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିପାତ

ଶୋପିଆନ: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ସୋମବାର ଦିନ ଶୋପିଆନ୍‌ର ତୁଲ୍ରାନ୍ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା | ଏଥିରେ ନିହତ ହୋଇଥିବା ତିନିଜଣ ଆତଙ୍କବାଦୀ…

ମାଲକାନଗିରି ମାଥିଲିରେ ପୋଲିସ-ନକ୍ସଲ ଗୁଳି ବିନିମୟ, ୨ ମହିଳାଙ୍କ ସମେତ ତିନି ନକ୍ସଲ ମୃତ

ମାଲକାନଗିରି –ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡରେ ପୋଲିସ -ନକ୍ସଲ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି । ମୃତ ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ । ଘଟଣାସ୍ଥଳରୁ ୨ଟି ବନ୍ଧୁକ ଜବତ ହୋଇଛି । ଗୁଳି ବିନିମୟ ନେଇ ଡିଜିପି ଅଭୟ ପ୍ରେସମିଟରେ…

କରୋନା ଅପଡେଟ୍: ଦେଶରେ ମାର୍ଚ୍ଚ ପରେ ସବୁଠୁ କମ୍ ମାମଲା, ଆଉ ୧୪,୩୧୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:ଦେଶରେ କରୋନା ସ୍ଥିତିରେ ବେଶ୍ ସୁଧାର ଆସିଛି। ନୂଆ ମାମଲା ସଂଖ୍ୟାରେ କ୍ରମାଗତ ହ୍ରାସ ଘଟୁଥିବା ବେଳେ ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ କମୁଛି | ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫ ହଜାରରୁ କମ୍ ମାମଲା ପଞ୍ଜିକୃତ ହୋଇଥିବାବେଳେ ଏହି ସମୟ ମଧ୍ୟରେ ୨୬ ହଜାରରୁ ଅଧିକ ଲୋକ କରୋନାରୁ ଆରୋଗ୍ୟ…