ପାର୍ବଣରେ ଆକ୍ରମଣ ଯୋଜନାରେ ଆତଙ୍କୀ ସଂଗଠନ, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ ଯୋଜନାରେ ଅଛନ୍ତି ଆତଙ୍କୀ ସଂଗଠନ । ଆତଙ୍କବାଦୀ ଆକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସକୁ ସତର୍କ କରାଯାଇଛି। ମିଳିଥିବା…

ରାଜ୍ୟ ଭିଜିଲାନ୍ସର ରେକର୍ଡ, ଗୋଟିଏ ଦିନରେ ତିନି ଲାଂଚୁଆ ଅଧିକାରୀ ଗିରଫ, ୨୨ ଲକ୍ଷରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର – ଗୋଟିଏ ଦିନରେ ତିନି ଲାଂଚୁଆ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରି ଭିିଜିଲାନସ ବିଭାଗ ନୂଆ ରେକର୍ଡ କରିଛି । ସମସ୍ତଙ୍କ ଘରେ ଏକକାଳୀନ ଚଢାଉ କରାଯାଇ ସେମାନଙ୍କଠାରୁ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ କରାଯାଇଛି । ଆଜି ଗିରଫ ଅଧିକାରୀଙ୍କୁ କୋର୍ଟ ଚାଲାଣ କରିବ ଭିଜିଲାନ୍ସ…