ନବରାତ୍ରୀର ତୃତୀୟ ଦିନ: ଆଜିର ଆରାଧ୍ୟ ଦେବୀ ମା’ ଚନ୍ଦ୍ରଘଣ୍ଟା। ସମସ୍ତ ଭୟର ନିବାରଣ ପାଇଁ ଦେବୀ ଆଜି…

ଚାଲିଛି ମାଆଙ୍କ ନବରାତ୍ର ପୂଜା, ଆଧ୍ୟାତ୍ମିକ ବିଚାର ଅନୁସାରେ ନବରାତ୍ରୀର ପ୍ରଥମ ଦିନ ମା’ଙ୍କୁ ଶୈଳପୁତ୍ରୀ, ଦ୍ଵିତୀୟ ଦିବସରେ ବ୍ରହ୍ମଚାରଣୀ ରୂପରେ ଆବାହନ କରାଯିବା ପରେ ଆଜି ମା' ଚନ୍ଦ୍ରଘଣ୍ଟା ରୁପରେ ଭକ୍ତ ହୃଦୟରେ ବିରାଜିତ। ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ ।…

ଗୀତା ମହାତ୍ମ୍ୟ: ଯ ଏନଂ ବେତ୍ତି ହନ୍ତାରମ ଯଶ୍ଚେନଂ ମାନ୍ୟତେ ହତମ। ଉଭୌ ତୌ ନ ବୀଜାନୀତୋ ନାୟମ ହନ୍ତି ନ ହନ୍ୟତେ।।

ଯ ଏନଂ ବେତ୍ତି ହନ୍ତାରମ ଯଶ୍ଚେନଂ ମାନ୍ୟତେ ହତମ। ଉଭୌ ତୌ ନ ବୀଜାନୀତୋ ନାୟମ ହନ୍ତି ନ ହନ୍ୟତେ।। ଶ୍ରୀ ଭଗବାନ କହିଲେ : ଯେଉଁମାନେ ଏହି ଆତ୍ମା କୁ ହତ୍ୟା କରେ ବୋଲି ମନେ କରନ୍ତି ତଥା ଏହା ନିହତ ହୁଏ ବୋଲି ଭାବନ୍ତି, ସେ ଉଭୟେ ଆତ୍ମା ବିଷୟ ରେ କିଛି ଜାଣନ୍ତି ନାହିଁ; କାରଣ ଏହି ଆତ୍ମା…

ଓଏଏସ -୨୦୧୯ ପରୀକ୍ଷା ଫଳ ପ୍ରକାଶିତ, ୧୫୩ କୃତକାର୍ଯ୍ୟ, ଅଶ୍ୱିନୀ ପଣ୍ଡା ଟପ୍ପର, ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ…

ଭୁବନେଶ୍ୱର- ଓଡିଶା ପ୍ରାଶାସନିକ ସେବା (ଓଏଏସ ) -୨୦୧୯ ରେଜଲ୍ଟ ପ୍ରକାଶ ପାଇଛି । ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ମୋଟ ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଛନ୍ତି । ଅଙ୍କୁଳ ଅଭିଳାଷ ଦ୍ୱିତୀୟ ଟପ୍ପର ହୋଇଛନ୍ତି । ୫୬…

ଆସନ୍ତା ୧୦ରୁ ୨୦ ଯାଏଁ ରାଜ୍ୟର ସବୁ ସ୍କୁଲ୍ ପାଇଁ ଦଶହରା ଓ କୁମାର ପୂର୍ଣ୍ଣିମା ଛୁଟି ଘୋଷଣା

ଭୁବନେଶ୍ୱର- ଏହି ମାସ ୧୦ ତାରିଖରୁ ୨୦ ତାରିଖ ଯାଏଁ ରାଜ୍ୟରେ ସବୁ ସ୍କୁଲ୍‌ଗୁଡିକୁ ଛୁଟି ଘୋଷଣା କରାଯାଇଛି । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ଏବେ ନବମ, ଦଶମ ଓ…