କରୋନା ଅପଡେଟ୍: ଦେଶରେ ଆଉ ୧୯,୭୪୦ ନୂଆ ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ମାମଲା ୨୦୬ ଦିନ‌ ପରେ ସର୍ବନିମ୍ନ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନାଭାଇରସର ମୋଟ ୧୯,୭୪୦ ଟି ନୂଆ ମାମଲା ରୁଜୁ ହୋଇଛି। ଏହା ସହିତ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୯ ଲକ୍ଷ ୩୫ ହଜାର ୩୦୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ କାରଣରୁ ମୋଟ ୨୪୮…

ସୁନ୍ଦରଗଡ଼ ପରେ ଏବେ ରାଉରକେଲାରେ ସ୍ଥାପନ ହେବ ସ୍ପିରୁଲିନା ଚିକି ପ୍ରସ୍ତୁତି ୟୁନିଟ୍, ଏସଏଚଜି ମହିଳା କରିବେ ପରିଚାଳନା

ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ପରେ ଏବେ ପାନପୋଷ ଉପଖଣ୍ଡରେ ସ୍ଥାପନ ହେବାକୁ ଯାଉଛି ସ୍ପିରୁଲିନା ଚିକି ପ୍ରସ୍ତୁତି ୟୁନିଟ୍। ଏଥିପାଇଁ ଶୁକ୍ରବାର ଦିନ ରାଉରକେଲାର ମା’ ତାରିଣୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ (ଡିଏସଡବ୍ଲ୍ୟୁଓ) ମଧ୍ୟରେ ଏମଓୟୁ…

ନବରାତ୍ରୀର ତୃତୀୟ ଦିନ: ଆଜିର ଆରାଧ୍ୟ ଦେବୀ ମା’ ଚନ୍ଦ୍ରଘଣ୍ଟା। ସମସ୍ତ ଭୟର ନିବାରଣ ପାଇଁ ଦେବୀ ଆଜି…

ଚାଲିଛି ମାଆଙ୍କ ନବରାତ୍ର ପୂଜା, ଆଧ୍ୟାତ୍ମିକ ବିଚାର ଅନୁସାରେ ନବରାତ୍ରୀର ପ୍ରଥମ ଦିନ ମା’ଙ୍କୁ ଶୈଳପୁତ୍ରୀ, ଦ୍ଵିତୀୟ ଦିବସରେ ବ୍ରହ୍ମଚାରଣୀ ରୂପରେ ଆବାହନ କରାଯିବା ପରେ ଆଜି ମା' ଚନ୍ଦ୍ରଘଣ୍ଟା ରୁପରେ ଭକ୍ତ ହୃଦୟରେ ବିରାଜିତ। ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ ।…