ଜମ୍ମୁକାଶ୍ମୀର: ଅନନ୍ତନାଗ ଓ ବାନ୍ଦିପୋରାରେ ସେନା ସହ ସଂଘର୍ଷରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ସୋମବାର ଦିନ ଜମ୍ମୁ କାଶ୍ମୀରର ଅନନ୍ତନାଗ ଏବଂ ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା…

ଏଲ୍ଏସି ବିବାଦ: ଭାରତ-ଚୀନ୍ ଆଲୋଚନା ବିଫଳ, ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହେଲାନି ଚୀନ୍

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ କର୍ପସ କମାଣ୍ଡର ସ୍ତରର ୧୩ତମ ରାଉଣ୍ଡ ଆଲୋଚନା ବିନା କୌଣସି ନିଷ୍କର୍ଷରେ ଶେଷ ହୋଇଛି। ତେବେ ଭାରତ ଚୀନ୍‌କୁ ଏକ ଦୃଢ ତଥା ସ୍ପଷ୍ଟ ବାର୍ତ୍ତା ଦେଇଛି। ଭାରତ କହିଛି ଯେ ପ୍ରକୃତ ନିମନ୍ତ୍ରଣ ରେଖା (ଏଲ୍ଏସି)ର ଅବଶିଷ୍ଟ ବିବାଦୀୟ ଅଞ୍ଚଳରୁ…

ରାଜଧାନୀରେ କୋରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ପ୍ରକଟ

ଭୁବନେଶ୍ୱର –ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ଭୁବନେଶ୍ୱରର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଭୁବନେଶ୍ୱରରେ ସଂକ୍ରମଣ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଦୈନିକ କୋରୋନା…

ଲକ୍ଷ୍ମୀପୁର ହିଂସା ମାମଲା: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି ଦେଶବ୍ୟାପୀ କଂଗ୍ରେସର…

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରିବା ଦାବିରେ କଂଗ୍ରେସ ଦଳ ଆଜି ସାରା ଦେଶରେ 'ମୌନ ବ୍ରତ' କରିବ। କଂଗ୍ରେସ ନେତାମାନେ ସକାଳ ୧୦ ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ରାଜ୍ୟରେ ରାଜ…

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା : ଦେବଗଡ ଜିଲ୍ଲା ତିଳେଇବଣି କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଭିଜିଲାନ୍‌ସ ଚଢାଉ

ଦେବଗଡ- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିକାଶ ବେହେରାଙ୍କ ବିରୋଧରେ ଭିଜିଲାନ୍ସ ଚଢାଉ ହୋଇଛି । ଆଜି ସକାଳେ ବିକାଶଙ୍କ ବଳମ ସ୍ଥିତ ବାସଭବନ ଓ କଣ୍ଢଳ ସ୍ଥିତ ଶ୍ୱଶୁର ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଚଢଉ ବେଳେ…

ରାଜ୍ୟରେ କୋରୋନା ସଂକ୍ରମଣର ଉପର-ତଳ ଗତି ଜାରି, ଦିନକରେ ଚିହ୍ନଟ ହେଲେ ୪୪୮ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୯ ଜଣ ଶିଶୁ ଓ କିଶୋର ଅଛନ୍ତି । ସଙ୍ଗରୋଧରୁ ୨୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୮ ଓ କଟକ ଜିଲ୍ଲାରୁ ୪୮…