ମୃତ ବ୍ୟକ୍ତିଙ୍କୁ ଜୀବନ୍ତ ଦର୍ଶାଇ ବୀମା ଟଙ୍କା ହଡପ ଅଭିଯୋଗରେ ଏଲଆଇସି ଏଜେଣ୍ଟ ଗିରଫ

ପୁରୀ – ଚାରି ମୃତ ବ୍ୟକ୍ତିଙ୍କୁ ଜୀବନ୍ତ ଦର୍ଶାଇ ଜାଲ୍ କାଗଜପତ୍ର ଦେଖାଇ ୧ କୋଟି ୧୮ ଲକ୍ଷ ବୀମା ଟଙ୍କା ହଡପ ଅଭିଯୋଗରେ ଏଲଆଇସି ଏଜେଣ୍ଟ ଗିରଫ । ପୁରୀ କଣାସ ଅଞ୍ଚଳର ଏଲଆଇସି ଏଜେଣ୍ଟ କବିରାଜ ବେହେରାଙ୍କୁ କ୍ରାଇମବ୍ରାଂଚ ଇଓଡବ୍ଲୁ ଗିରଫ କରିଛି । ତାଙ୍କ ପାଖରୁ ଜାଲ୍ କାଗଜପତ୍ର, ବ୍ୟାଙ୍କ…

ଶ୍ରୀନଗର: ସ୍କୁଲ ଉପରେ ଆତଙ୍କବାଦୀ ଆକ୍ରମଣ, ଦୁଇ ଶିକ୍ଷକଙ୍କ ମୃତ୍ୟୁ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀ ଏକ ଇଦ୍‌ଗା ପରିସରରେ ଥିବା ସ୍କୁଲ୍ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ସ୍କୁଲ୍ ପ୍ରିନ୍ସିପାଲ୍ ସତିନ୍ଦର କୌରଙ୍କ ସହ ଆଉ ଜଣେ ୁ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ପୋଲିସର କହିଛି ଯେ, କିଛି ଆତଙ୍କବାଦୀ ହଠାତ୍ ସ୍କୁଲ ଭିତରେ ପଶି ଆସି ସେଠାରେ…

ଭୁବନେଶ୍ୱରରେ ସଂକ୍ରମଣ ବଢିବା ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ : ଡିଏମଇଟି

ଭୁବନେଶ୍ୱର- ଭୁବନେଶ୍ୱରର ଯେଉଁ ଜାଗାରେ କୋରୋନା ସଂକ୍ରମଣ ବଢିବ, ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯିବ । ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜଧାନୀର କିଛି ସ୍ଥାନରେ କୋରୋନା ସଂକ୍ରମଣ ବଢୁଛି । ରାଜ୍ୟରେ ୭ ଦିନ ହେଲା କୋରୋନା ସଂକ୍ରମଣ ଉପର…

ଲକ୍ଷ୍ମୀପୁର ଖେରୀ ଘଟଣାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପ୍ରିୟଙ୍କା

ଲକ୍ଷ୍ମପୁର ଖେରୀ: କଂଗ୍ରେସ ମହାସଚିବ ତଥା ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲକ୍ଷ୍ମୀପୁର ଖେରୀ ଘଟଣାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଇସ୍ତଫା ନ ଦିଅନ୍ତି…

ଲକ୍ଷ୍ମୀପୁର ମାମଲାର ଆଜି ନିଜଆଡୁ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡ଼ୁ ଏହି ଘଟଣାର ସଜ୍ଞାନ ନେଇଛନ୍ତି । ପ୍ରଧାନ ବିଚାରପତି ଏନଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି…