ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମଗିରି ଗସ୍ତ, ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ, ବିଭିନ୍ନ ପ୍ରକଳ୍ପର…

ଭୁବନେଶ୍ୱର –ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମଗିରି ଗସ୍ତ କରିବେ । ସେଠାରେ ସେ ପୁରୀ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲଥ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ପୁରୀ ଜିଲ୍ଲାର ୩ ଲକ୍ଷ ୭୬ ହଜାର ହିତାଧିକାରୀ ସ୍ମାର୍ଟ କାର୍ଡ ଦ୍ୱାରା ଉପକୃତ ହେବେ ।…

ଆଜିଠାରୁ ନବରାତ୍ର ପୂଜା, ନବରାତ୍ରରେ ପୂଜା ପାଇବେ ନବଦୁର୍ଗା, ପ୍ରଥମଦିନର ଦେବୀ ହେଉଛନ୍ତି ମା’ ଶୈଳପୁତ୍ରୀ

ଆଜି ଠାରୁ ଆରମ୍ଭ ହେଲା ଆଶ୍ବିନ ଶୁକ୍ଳ ପକ୍ଷର ଶାରଦୀୟ ନବରାତ୍ରି ପୂଜା। ନବରାତ୍ରିର ପ୍ରଥମ ଦିନ ପୂଜା ପାଇବେ ମା’ ଶୈଳପୁତ୍ରୀ । ଶୈଳରାଜ ହିମାଳୟଙ୍କ କନ୍ୟା ଶୈଳପୁତ୍ରୀ । ଏହା ପାର୍ବତୀଙ୍କର ବାଲ୍ୟ କାଳର ପରିକଳ୍ପନା । ନାରୀର ବାଲ୍ୟ ଜୀବନର ସୋପାନ ସହିତ ମାଆଙ୍କ ଏହିରୂପ ଜଡ଼ିତ ।…

ଆଜିଠାରୁ ନବରାତ୍ରୀ ବ୍ରତ, କଣ ରହିଛି ଏହାର ବିଶେଷତ୍ୱ ଏ ସମ୍ପର୍କରେ ଆସନ୍ତୁ ଜାଣିବା

ନବରାତ୍ରୀ ହିନ୍ଦୁମାନଙ୍କର ଏକ ବିଶେଷ ପର୍ବ। ଏହି ପର୍ବ ନଅ ରାତି (ଏବଂ ଦଶ ଦିନ) ଧରି ପ୍ରତିବର୍ଷ ବସନ୍ତ ଋତୁ ଓ ଶରତ ଋତୁରେ ପାଳନ କରାଯାଇଥାଏ । ଏହା ବିଭିନ୍ନ କାରଣରୁ ଭିନ୍ନ ଭିନ୍ନ ପ୍ରଦେଶରେ ସ୍ଥାନୀୟ ପରମ୍ପରା ଅନୁସାରେ ପାଳନ କରାଯାଇଥାଏ । ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ…

ଗୀତା ମହାତ୍ମ୍ୟ: ଅବିନାଶୀ ତୁ ତଦବିଦ୍ଧି ଯେନ ସର୍ଵମିଦଂ ତତମ। ବିନାଶମବ୍ୟୟସ୍ୟାସ୍ୟ ନ କଶ୍ଚିତ କର୍ତୁମହର୍ତ୍ତି।।

ଅବିନାଶୀ ତୁ ତଦବିଦ୍ଧି ଯେନ ସର୍ଵମିଦଂ ତତମ। ବିନାଶମବ୍ୟୟସ୍ୟାସ୍ୟ ନ କଶ୍ଚିତ କର୍ତୁମହର୍ତ୍ତି।। ଶ୍ରୀ ଭଗବାନ କହିଲେ : ଏହି ନ୍ୟାୟରେ ଯାହାଙ୍କ ଦ୍ୱାରା ଏହି ସମ୍ପୂର୍ଣ୍ଣ ଜଗତ ବ୍ୟାପ୍ତ ହୋଇଛି, ତାହାଙ୍କୁ ଅବିନାଶୀ ବୋଲି ଜାଣ । ସେହି ଅବିନାଶୀଙ୍କୁ ବିନାଶ କରିବାକୁ କେହି ହେଲେ ସମର୍ଥ…