ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
ବଲାଙ୍ଗୀର – ସନ୍ଥ କବି ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଚର୍ଚ୍ଚାର ବିଷୟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତୃତୀୟ ବର୍ଷ ଡାକ୍ତରୀ ଛାତ୍ର ନିରୁପମା ରାୟ ନନ୍ଦ ଲେଡିଜ୍ ହଷ୍ଟେଲ ଝରକାରେ ଝୁଲିପଡିଥିବା ନେଇ କଲେଜ ପକ୍ଷରୁ ପରିବାର…