ଶ୍ରୀମନ୍ଦିରରେ ଜୁନ୍ ୧୫ ଯାଏଁ ବଢିଲା ଭକ୍ତଙ୍କ ପ୍ରବେଶ କଟକଣା

ପୁରୀ- ଶ୍ରୀମନ୍ଦିରରେ ଜୁନ୍ ୧୫ ତାରିଖ ଯାଏଁ ଭକ୍ତଙ୍କ ପ୍ରବେଶ କଟକଣା ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବୃଦ୍ଧି କରାଯାଇଛି । କୋରୋନା ସ୍ଥିତି ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ କଟକଣା…

ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା ‘ତୌକତେ’, ଗୁଜରାଟ ପାଇଁ ୟେଲୋ ଆଲର୍ଟ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକତେ’ ଉଗ୍ର ହେଉଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ‘ତୌକତେ’ ଏବେ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ଏବଂ ଗୁଜରାଟ ଉପକୂଳ ଆଡକୁ ମାଡ଼ି ଆସୁଛି । ‘ତୌକତେ’ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଗୁଜରାଟ ଉପକୂଳର ନିକଟତର…

ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କରୋନା ସଂକ୍ରମଣ ରୋକିବାକୁ ଏସ୍‌ଓପି ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଭାରତରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଗ୍ରାମାଞ୍ଚଳରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବା ଚିନ୍ତାର କାରଣ ହୋଇଛି । ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୋଭିଡ୍‌-୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ନୂଆ ଏସ୍‌ଓପି ଜାରି କରିଛନ୍ତି । ଏଥିରେ…

ଭାରତରେ ପହଞ୍ଚିଲା ‘ସ୍ପୁଟ୍‌ନିକ୍‌-ଭି’ର ଦ୍ୱିତୀୟ ବ୍ୟାଚ୍

ହାଇଦ୍ରାବାଦ: ରୁଷୀୟ ଟିକା ‘ସ୍ପୁଟନିକ୍‌-ଭି’ର ଦ୍ୱିତୀୟ ବ୍ୟାଚ୍ ଆଜି ଭାରତରେ ପହଞ୍ଚିଛି । ଏହା ପୂର୍ବରୁ ମେ ୧ରେ ଏହି ଟିକାର ପ୍ରଥମ ବ୍ୟାଚ ଭାରତ ପାଇଥିଲା । ଭାରତୀୟ କେନ୍ଦ୍ରୀୟ ଡ୍ରଗ୍ ଲାବୋରେଟୋରି ଠାରୁ ଏହି ରୁଷୀୟ ଭାକ୍ସିନର ଯୋଗାଣ ପାଇଁ ମଞ୍ଜୁରି ମିଳିସାରିଛି ।…

ପୋଷ୍ଟର ମାମଲାରେ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍‌, କହିଲେ ମୋତେ ବି ଗିରଫ କର

ନୂଆଦିଲ୍ଲୀ: ପୋଷ୍ଟର ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । କେନ୍ଦ୍ର ସରକାରଙ୍କ ଭାକ୍ସିନ ନୀତିକୁ ସମାଲୋଚନା କରି ଦିଲ୍ଲୀର ଅନେକ ସ୍ଥାନରେ କିଛି ପୋଷ୍ଟର ଲଗାଯାଇଥିଲା । ଏହି ମାମଲାରେ ଅନେକ ଲୋକଙ୍କୁ ଦିଲ୍ଲୀ ପୋଲିସ୍ ଗିରଫ…