ଦେଶବାସୀଙ୍କ ଯନ୍ତ୍ରଣା ଅନୁଭବ କରୁଛି: ମୋଦି
ନୂୂଆଦିଲ୍ଲୀ: ଦେଶରେ ଭୟାବହ କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସେ ଦେଶବାସୀଙ୍କ ଯନ୍ତ୍ରଣା ଅନୁଭବ କରିପାରୁଛନ୍ତି। ଆମେ ଏକ ଅଦୃୃଶ୍ୟ ଶକ୍ତି ସହ ଲଢ଼ୁଛୁ । ୧୦୦ ବର୍ଷ ପରେ ଏଭଳି ଏକ ଭୟଙ୍କର ମହାମାରୀ ପ୍ରତି ପଦକ୍ଷେପରେ ବିଶ୍ୱର ଧୈର୍ଯ୍ୟ ପରୀକ୍ଷା କରୁଛି…