ଗଞ୍ଜାମ: ସଚେତନତା ସୃଷ୍ଟିରେ ଅଗ୍ରଣୀ
ବ୍ରହ୍ମପୁର: କରୋନା ମହାମାରୀ ମୁକାବିଲାରେ ସତର୍କତାକୁ ଯେତିକି ଗୁରୁତ୍ବ ଦିଆଯାଉଛି, ସେ ନେଇ ସଚେତନତା ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏମିତିରେ ତ ପ୍ରଶାସନ ଦ୍ବାରା କରୋନା ପ୍ରତିକାର ଦୃଷ୍ଟିରୁ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଜାଗ କରାଯାଉଛି, ତେବେ ଗଞ୍ଜାମ ଜିଲ୍ଲାରେ…