ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା, ତଳିଆ ଅଂଚଳରୁ ଲୋକଙ୍କ ସ୍ଥାନାନ୍ତରଣ ଜାରି

ଭୁବନେଶ୍ୱର- ପ୍ରବଳ ବର୍ଷା ଯୋଗୁଁ ଗାଲୁଢିହ ବ୍ୟାରେଜରୁ ଝାଡଖଣ୍ଡ ବନ୍ୟାଜଳ ଛାଡିଛି । ଫଳରେ ଜାମଶୋଳା ଘାଟରେ ବିପଦ ସଂକେତ ଉପରେ ରହିଛି ସୁବର୍ଣ୍ଣରେଖା ନଦୀ । ସମ୍ଭାବ୍ୟ ବନ୍ୟା ଦୃଷ୍ଟିରୁ ତଳିଆ ଅଂଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ ଜାରି ରହିଛି । ଏସଆରସି ପ୍ରଦୀପ ଜେନା ଏହି…

ରାଜ୍ୟରେ ଦିନକରେ ୭୨୧୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୭ ହଜାର ୨୧୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୪୧ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୧୭୫ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫କୁ ବୃଦ୍ଧି ପାଇଛି । ଏଯାଏ ୬ ଲକ୍ଷ ୩୫ ହଜାର ୧୭୯ ସୁସ୍ଥ…

କରୋନା ଅପଡେଟ୍‌: ୪୪ ଦିନ ପରେ ସବୁଠୁ କମ୍ ମାମଲା, ୨୪ ଘଣ୍ଟାରେ ୧.୮୬ ଲକ୍ଷ ସଂକ୍ରମିତ ଚିହ୍ନଟ, ୩୬୬୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ନିମ୍ନଗାମୀ ଧାରା ଜାରି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧ ଲକ୍ଷ ୮୬ ହଜାର ୩୬୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ୪୪ ଦିନ ପରେ ସର୍ବନିମ୍ନ । କାରୋନାରୁ ଆଉ ୨ ଲକ୍ଷ ୫୯ ହଜାର ୪୫୯ ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି । ସଂକ୍ରମଣ ନିୟନ୍ତ୍ରଣରେ…

ସମସ୍ତ ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କର: ନବୀନ ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଥିବାରୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଜନତାଙ୍କ ସହଯୋଗ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି ପୁଣି ପ୍ରମାଣିତ ହୋଇଛି - ମୁଖ୍ୟମନ୍ତ୍ରୀ…