କମିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ: ଭାରତରେ କୋଭିଡ୍‌ର ଭୟଙ୍କର ଦ୍ୱିତୀୟ ଲହରୀ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଯଥେଷ୍ଟ ହ୍ରାସ ପାଇଛି । ଏକ ସର୍ଭେ ଅନୁସାରେ ମୋଦିଙ୍କ ଲୋକପ୍ରିୟତା ସର୍ବନିମ୍ନ ସ୍ତରକୁ ଖସିଛି । ୨୦୧୪ରେ କ୍ଷମତା ଅକ୍ତିଆର କରିବା ପରେ ମୋଦିଙ୍କ ଦଳ ବିଜେପିକୁ ୨୦୧୯…

କୋରୋନା ସଂକ୍ରମଣ : ବିଶେଷଜ୍ଞ କହିଲେ ଆସନ୍ତା ୭ରୁ ୧୦ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର- ରାଜ୍ୟରେ ବର୍ତ୍ତମାନ କୋରୋନା ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ଲକଡାଉନ ଯୋଗୁଁ ସ୍ଥିତି ଏଭଳି ରହିଛି । ଆସନ୍ତା ୭ରୁ ୧୦ ଦିନ ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ସେ କହିଛନ୍ତି ଯେ, ଆସନ୍ତା ୭ରୁ…

ମେଡିକାଲ ଅକ୍ସିଜେନ ଟ୍ୟାଙ୍କର ଓ ସିଲିଣ୍ଡର ପରିବହନ ଗାଡିକୁ ଜୁଲାଇ ୩୧ ଯାଏଁ ଟୋଲ ଟ୍ୟାକ୍ସ ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟ ସରକାର ଟୋଲ ଟ୍ୟାକ୍ସ ଛାଡ କରିଛନ୍ତି । କୋରୋନା ମହାମାରୀ ଯୋଗୁଁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ମେଡିକାଲ ଅକ୍ସିଜେନ ଟ୍ୟାଙ୍କର, ସିଲିଣ୍ଡର ପରିବହନ ଗାଡିକୁ ରାଜ୍ୟରେ ଥିବା କୌଣସି ଟୋଲ୍ ଗେଟରେ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଜୁଲାଇ ୩୧ ତାରିଖ ଯାଏଁ ଦେବାକୁ ହେବ…

କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୨୨ ତାରଖରେ ଲଘୁଚାପ ସମ୍ଭବନା, ୨୪ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବା ଅନୁମାନ

ଭୁବନେଶ୍ୱର- କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି । ୨୪ ତାରିଖ ସୁଦ୍ଧା ଲଘୁଚାପ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟାର ନାମ ରହିବ ୟସ । ଉତ୍ତର ଓଡିଶା ଦେଇ ପଶ୍ଚିମବଙ୍ଗ ଆଡକୁ ବାତ୍ୟା ୟସ ଗତି କରିବା ସମ୍ଭାବନା…

ମହାମାରୀ ବେଳେ ରାହା ଦେଖାଉଛି ଜୀବିକା ମିଶନ, ମାକ୍ସ ତିଆରି ଦେଲା ରୋଜଗାରର ବାଟ

ସମ୍ବଲପୁର : ମହାମାରୀ କରୋନା ବର୍ଷେ ହେଲା ସମସ୍ତଙ୍କ ଜୀବନ ଜୀବିକାକୁ ବିପନ୍ନ କରି ଦେଇଛି । ବିଶେଷ କରି ବଜାର ବ୍ୟବସ୍ଥା ସ୍ବାଭାବିକ ନଥିବାରୁ ସବୁ ପ୍ରକାର ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଭଳି ଜୀବିକା ମିଶନ ମଧ୍ୟ ଏହି ଲକଡାଉନ୍ ବେଳେ ବି…