ଭାରତରେ ଆଉ ୩.୨୬ ଲକ୍ଷ କରୋନା ମାମଲା ଚିହ୍ନଟ, ୩୮୯୦ ମୃତ
ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରକୋପ ଜାରି ରହିଛି । ଗତ ୨୪ ଘଣ୍ଟାରେ ଭାରତରେ ୩,୨୬,୦୯୮ କରୋନା ମାମଲା ରେକର୍ଡ କରାଯାଇଛି । ଏହି ରୋଗରେ ଆଉ ୩୮୯୦ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ କରୋନା ମାମଲା ତୁଳନାରେ ଦିନକରେ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ଆଉ ୩,୫୩,୨୯୯ ରୋଗୀ ସୁସ୍ଥ ହୋଇଛନ୍ତି ।…