ସମନ୍ୱିତ କୋଭିଡ ମୁକାବିଲା : ଚିକିତ୍ସା ସାଂଗକୁ ସାମାଜିକ ଦାୟିତ୍ୱକୁ ଗୁରୁତ୍ୱ, ଭତ୍ତା ବଣ୍ଟନରୁ ବୁଲା ପଶୁଙ୍କୁ ଖାଦ୍ୟ…

ସମ୍ବଲପୁର : କରୋନାର ଦ୍ବିତୀୟ ଲହର ଭୟଙ୍କର ଭାବେ ମାଡି ଚାଲିଛି । ଗତବର୍ଷ ଠାରୁ ଏହାର ସଂକ୍ରମଣ ତୀବ୍ରତା ଅନେକ ଗୁଣ ଅଧିକ ରହିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏମାନଙ୍କ ଚିକିତ୍ସା ସାଙ୍ଗକୁ ସମଗ୍ର କୋଭିଡ୍ ମୁକାବିଲା ବର୍ତ୍ତମାନ ସମ୍ବଲପୁର ପ୍ରଶାସନ ପାଇଁ…

ମନୋବଳ ମଜବୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ

କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ କେବଳ ଯେ ରାଜ୍ୟର ଶାସନ ମୁଖ୍ୟ ଭାବେ ନିଜ ଦାୟିତ୍ବ ବା କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଉଛନ୍ତି ତା ନୁହେଁ । ବରଂ ସମଗ୍ର ଓଡ଼ିଶାବାସୀଙ୍କୁ ନିଜ ପରିବାର ବିଚାର କରି ତାହାର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମାରୀ ବିରୋଧରେ ଲଢେଇ ପାଇଁ…

କୋରୋନା ମୁକାବିଲା : କୋଭିଡ ଆକ୍ରାନ୍ତ ଶିଶୁଙ୍କ ତଦାରଖ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିିଟି

ଭୁବନେଶ୍ୱର- କୋଭିଡ ଆକ୍ରାନ୍ତ ଶିଶୁଙ୍କ ପର୍ଯ୍ୟବେକ୍ଷଣ ଲାଗି କମିଟି ଗଠନ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠିତ ୮ ଜଣିଆ କମିଟିରେ ଡିଏମଇଟି ଅଧ୍ୟକ୍ଷ ରହିଛନ୍ତି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କମିଟିର ଆବାହକ ଅଛନ୍ତି । ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ…

ରାଜ୍ୟର ସବୁ କୋଭିଡ ହସପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର- ରାଜ୍ୟର ସବୁ କୋଭିଡ ହସପିଟାଲରେ ହେଲ୍‌ପ ଡେସ୍କ ରହିବା ବାଧ୍ୟତାମୂଳକ କରାଯାଇଛି । ସବୁ ସରକାରୀ ଓ ଘରୋଇ ହସପିଟାଲରେ ହେଲ୍ପ ଡେସ୍କ ରହିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ସପ୍ତାହ ସାରା ହେଲ୍ପ ଡେସ୍କଗୁଡିକ ୨୪ ଘଂଟିଆ କାମ କରିବ । ହେଲ୍ପ ଡେସ୍କର ଟୋଲ୍ ଫ୍ରି ନମ୍ବରକୁ…

ଶ୍ରୀମନ୍ଦିରରେ ଜୁନ୍ ୧୫ ଯାଏଁ ବଢିଲା ଭକ୍ତଙ୍କ ପ୍ରବେଶ କଟକଣା

ପୁରୀ- ଶ୍ରୀମନ୍ଦିରରେ ଜୁନ୍ ୧୫ ତାରିଖ ଯାଏଁ ଭକ୍ତଙ୍କ ପ୍ରବେଶ କଟକଣା ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବୃଦ୍ଧି କରାଯାଇଛି । କୋରୋନା ସ୍ଥିତି ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ କଟକଣା…