ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ଗୁଜବ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଜାୟ ରଖିଲା ଗୁଜରାଟ ଟାଇଟନ୍ସ

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ଗୁଜବ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଜାୟ ରଖିଛି ଗୁଜରାଟ ଟାଇଟନ୍ସ । ଏହି ଫ୍ରାଞ୍ଚାଇଜ୍ ମହମ୍ମଦ ସାମିଙ୍କୁ ମଧ୍ୟ ରିଟେନ୍ କରିଛି । ଡିସେମ୍ବର ୧୯ରେ ହେବାକୁ ଥିବା ନିଲାମ ପୂର୍ବରୁ ଆଇପିଏଲ୍ ୨୦୨୪ ପାଇଁ ସମସ୍ତ ୧୦ଟି ଦଳ ରବିବାର…