ସ୍କୁଲ ବସ୍ ଓଲଟି ୬ ପିଲାଙ୍କ ମୃତ୍ୟୁ

ଚଣ୍ଡିଗଡ଼: ହରିୟାଣାର ନାରନୌଲରେ ଏକ ସ୍କୁଲ ବସ୍ ଓଲଟି ପଡ଼ିବାରୁ ୬ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି। ନାରନୌଲର କିନିନା ଉହାନି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଗରେ…