ବସ୍- ଅଏଲ୍ ଟ୍ୟାଙ୍କର୍ ଧକ୍କା, ରାସ୍ତାକଡ ଚାହା ଦୋକାନ ଉପରେ ମାଡ଼ି ଗଲା: ୪ ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକବ୍ୟକ୍ତ

ବ୍ରହ୍ମପୁର: ଗୁରୁବାର ସକାଳ ପ୍ରାୟ ୫ଟା ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି।ଦ୍ରୁତ ଗତି ଆଣିଛି ମହାବିପତ୍ତି। ଓଭରଟେକ୍ ଉଦ୍ୟମ ବେଳେ ଏକ ଟ୍ୟାଙ୍କର୍ ପ୍ରଥମେ ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲା। ପରେ ଉଭୟ ଗାଡ଼ି…