ବ୍ରହ୍ମପୁର ଡ୍ରେନରେ ଭାସି ଶିଶୁ ମୃତ

ବ୍ରହ୍ମପୁର: ଭୁବନେଶ୍ବର ଘଟଣା ବ୍ରହ୍ମପୁରରେ ପୁନରାବୃତ୍ତି ହେଲା। ପ୍ରବଳ ବର୍ଷା ପରେ ଡ୍ରେନରେ ପାଣିର ପ୍ରଖର ସୁଅରେ ଜଣେ ନାବାଳକ କୈାଣସିମତେ ସେଥିରେ ଭାସି ଯାଇ ପ୍ରାଣ ହରାଇଛି। ବୁଧବାର ବିଳମ୍ୱିତ ସନ୍ଧ୍ୟାରେ ଲକ୍ଷ୍ମୀନୃସିଂହ ସାହି ୧୪ ନମ୍ବର ଗଳିରେ ଏହି ଅଘଟଣ ଘଟିଛି। ଅଗ୍ନିଶମ…