ମହାପ୍ରଭୁଙ୍କ ପ୍ରତି ନିଜ ଅନନ୍ୟ ଭକ୍ତି ସ୍ୱରୂପ ଗୋଟିଏ ମାସର ଦରମା ପ୍ରଦାନ କଲେ କୃଷି ବିଭାଗ ଅଧିକାରୀ ସୁଜାତା…

ପୁରୀ: ମହାପ୍ରଭୁଙ୍କ ଉଦ୍ଦେଶ୍ଯରେ ନିଜର ଗୋଟିଏ ମାସର ଦରମା ପ୍ରଦାନ କଲେ ରାଜ୍ଯ କୃଷି ବିଭାଗରେ କାର୍ଯ୍ୟରତ ପରିସଂଖ୍ଯାନ ଉପନିର୍ଦ୍ଦେଶିକା, ଡ. ସୁଜାତା ପ୍ରିୟମ୍ବଦା ପରିଡା l ଗତ ମାସର ଦରମା ଟଙ୍କା ବାବଦକୁ ମିଳିଥିବା ସମୁଦାୟ ଏକ ଲକ୍ଷ ଦୁଇ ହଜାର ତିନି ଶହ ଚଉତିରିଶ ଟଙ୍କା ସେ ଦାନ…