ପ୍ୟାରିସ ପାରାଲିମ୍ପିକ୍ସ: ଅବନୀ ଲେଖରାଙ୍କୁ ସ୍ବର୍ଣ୍ଣ, ଦ୍ଵିତୀୟ ଦିନରେ ଭାରତକୁ ୪ଟି ପଦକ

ପ୍ୟାରିସ: ପାରାଲିମ୍ପିକ୍ ଗେମ୍ସରେ ଶୁକ୍ରବାର ଅବନୀ ଲେଖରା ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଦେଇଛନ୍ତି | ଦ୍ବିତୀୟ ଦିନରେ ଭାରତ ଗୋଟିଏ ସ୍ବର୍ଣ୍ଣ ସହ ୪ଟି ପଦକ ହାତେଇଛି। ଅବନୀ ଲେଖରା ମହିଳା ୧୦ ମିଟର ଏୟାର ରାଇଫଲ ସୁଟିଂର ଏସ୍ଏଚ୍୧ ବର୍ଗରେ ୨୪୯.୭ ସ୍କୋର ସହ ନୂଆ ପାରାଲିମ୍ପିକ୍ ରେକର୍ଡ…