ସାପ କାମୁଡ଼ାରେ ମାଆ ଝିଅ ମୃତ

ଫୁଲବାଣୀ: ବର୍ଷା ଦିନେ ସାପ କାମୁଡ଼ାରେ ମୃତାହତ ଘଟଣା ତାଲିକାରେ ଆଉ ଏକ ଦୁଃଖଦାୟକ ଅଘଟଣ ଯୋଡ଼ି ହୋଇଯାଇଛି। ବିଷଧର ସାପ କାମୁଡାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଇନ୍ଦ୍ରଗଡ ପଞ୍ଚାୟତର ରିଷାଭୂଇଁ ଗାଁରେ ମାଆ ଝିଅଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ଖାଇପିଇ ଘରେ ସମସ୍ତେ ଶୋଇଥିଲେ। ଭୋର…