ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହେଲେ ଜୟ ଶାହ

ଦୁବାଇ: ବିସିସିଆଇ ସଚିବ ଜୟ ଶାହ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ବିଶ୍ୱ କ୍ରିକେଟ୍ ଶାସନର ଏହି ଶୀର୍ଷ ପଦବୀ ଅଳଙ୍କୃତ କରିବାରେ ୩୫ ବର୍ଷ ବୟସ୍କ ଶାହା ହେଉଛନ୍ତି ସର୍ବକନିଷ୍ଠ ପ୍ରଶାସକ। ଡିସେମ୍ବର ୧ରେ ଜୟ ଶାହ ନ୍ୟୁଜିଲ୍ୟାଣ୍ଡର ବିଦାୟୀ…