ଠେଲାରେ ଜଳଖିଆ ବିକୁଥିଲେ… ଗାଁର ପ୍ରଥମ ଡାକ୍ତର ହେବେ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଶଂସା

ଛତ୍ରପୁର: ମାତ୍ର ୧୧ ବର୍ଷ ବୟସରେ ବାପା ମୀନକେତନ ସାହୁଙ୍କୁ ହରାଇଥିଲେ। ପୁରା ଦେହ ଲମ୍ବାରେ ରଖିବାକୁ ସୁଦ୍ଧା ଜାଗା ହେଉନଥିବା ଭଙ୍ଗାଦଦରା କୁଡ଼ିଆରେ ବିଧବା ମାଆ କୁନି ସାହୁ, ଦୁଇ ଭଉଣୀ ଓ ସାନ ଭାଇ ଆକାଶ ସହ କଷ୍ଟମଷ୍ଟେ ମୁଣ୍ଡ ଗୁଞ୍ଜି ଚଳୁଥିଲେ। ଠେଲା ଗାଡ଼ିରେ ସାହି ସାହି ବୁଲି ବରା,…