ଓଡ଼ିଶାର ପ୍ରତ୍ୟେକ ବ୍ରାହ୍ମଣ ଶାସନରେ ରକ୍ଷା ପଞ୍ଚମୀ ପାଳିତ

ଆଜି ପବିତ୍ର ରକ୍ଷା ପଞ୍ଚମୀ। ଏହି ପର୍ଵ କୁ ଓଡ଼ିଶାରେ ବିଶେଷ କରି ବ୍ରାହ୍ମଣ ଶାସନରେ ନିଷ୍ଠାର ସହିତ ପାଳନ କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ପୂଜା ବିଧାନ କରାଯାଇ ରକ୍ଷା କବଚ ବା ଗୃହରେ ବନ୍ଧନ କରାଯାଇଛି। ବ୍ରାହ୍ମଣ ମାନଙ୍କ ଗୃହରେ ଏ ପର୍ବ ପ୍ରାୟତଃ ପାଳନ ହେଇଥାଏ। ଏ ପର୍ବରେ ପ୍ରତିବର୍ଷ…