ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ୍ ହାର ୯୬ ଦଶମିକ ୦୭ ପ୍ରତିଶତ, ଝିଅଙ୍କ ପାସ୍ ହାର ଅଧିକ

କଟକ - ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ ହାର ୯୬ ଦଶମିକ ୦୭ ପ୍ରତିଶତ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ସଭାପତି ଶ୍ରୀକାନ୍ତ ତରାଇ ଏହି ସୂଚନା ଦେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଥିବା…

ଟି-୨୦ ବିଶ୍ୱକପ: ପ୍ରଥମ ବ୍ୟାଚ୍ ଭାରତୀୟ ଖେଳାଳିଙ୍କ ଆମେରିକା ଯାତ୍ରା

ନୂଆଦିଲ୍ଲୀ: ଜୁନ୍ ୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍ ଶନିବାର ଆମେରିକା ଯାତ୍ରା‌ କରିଛନ୍ତି। ରୋହିତଙ୍କ ବ୍ୟତୀତ ଦ୍ରୁତ ବୋଲର ଜସପ୍ରୀତ ବୁମରା, ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ, ମୁଖ୍ୟ କୋଚ୍…

ଚାରି ଜିଲ୍ଲାରେ ବାତ୍ୟା ‘ରେମାଳ’ର ପ୍ରଭାବ ନେଇ ସମୀକ୍ଷା କଲେ ଏସଆରସି

ଭୁବନେଶ୍ୱର - ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା ରେମାଳ । ଏହାର ପ୍ରଭାବରେ ଓଡ଼ିଶାର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା - ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ବାତ୍ୟା…