ଭିନେଶଙ୍କ ଅଲିମ୍ପିକ ପଦକ ସ୍ବପ୍ନ ଚୂରମାର୍, ଫାଇନାଲ ପୂର୍ବରୁ ଅଧିକ ଓଜନ ଯୋଗୁଁ ଅଯୋଗ୍ୟ ଘୋଷିତ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ଲାଗିଛି ଶକ୍ତ ଧକ୍କା। ମହିଳା ୫୦ କିଲୋ ବର୍ଗର ଫାଇନାଲ ପୂର୍ବରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଫଳରେ କ୍ୟାରିୟରର ପ୍ରଥମ ଅଲିମ୍ପିକ ପଦକ ଜିତିବା ତାଙ୍କ ସ୍ବପ୍ନ ଧୂଳିସାତ୍ ହୋଇଯାଇଛି ।…