ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଷଷ୍ଠ ପଦକ, କୁସ୍ତିରେ ଅମନ ସେରାୱତ ଜିତିଲେ ବ୍ରୋଞ୍ଜ
ପ୍ୟାରିସ୍: ଯୁବ ରେସଲର ଅମନ ସେରାଓ୍ବତ ପ୍ୟାରିସ୍ ଅଲିମ୍ପିକ୍ସ କୁସ୍ତି ଇଭେଣ୍ଟରେ ଭାରତକୁ ଦେଇଛନ୍ତି ପ୍ରଥମ ପଦକ। ପୁରୁଷ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ଅମନ ଜିତିଛନ୍ତି ବ୍ରୋଞ୍ଜ ପଦକ। ନିଜ ପଦାର୍ପଣ ଅଲିମ୍ପିକ୍ସରେ ଅମନ ସେରାଓ୍ବତ ଶୁକ୍ରବାର ବ୍ରୋଞ୍ଜ ପଦକ ମ୍ୟାଚରେ ପୁଏର୍ତୋ…