ଭିନେଶ ନିରାଶ, ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ବିରୋଧରେ ଆବେଦନ ‘କାସ୍’ରେ ଖାରଜ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ କୁସ୍ତି ଇଭେଣ୍ଟର ସ୍ବର୍ଣ୍ଣ ପଦକ ମ୍ୟାଚ୍ ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗେଟଙ୍କ ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ୍ (କାସ୍) ବୁଧବାର ଖାରଜ…

ଓଡିଆ ଅସ୍ମିତାକୁ ନେଇ ବିଜେପି ଉପରେ ବର୍ଷିଲେ ବିଜେଡି ନେତ୍ରୀ ଲେଖାଶ୍ରୀ

ଭୁବନେଶ୍ବର: ଓଡ଼ିଆ ଅସ୍ମିତାକୁ ନେଇ ବିଜେପି ଉପରେ ସାଂଘାତିକ ବର୍ଷିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ବିଜେପିର ମନ୍ତ୍ରୀ ଭାରତକୁ ଡାରତ ଲେଖି ପରୋକ୍ଷରେ ଓଡ଼ିଆ ଅସ୍ମିତାର ଧଜ୍ଜା ଉଡାଉଛନ୍ତି। ଓଡ଼ିଆ ଅସ୍ମିତା ନାଁରେ କ୍ଷମତାକୁ ଆସିଥିବା ବିଜେପିର ନେତା ମନ୍ତ୍ରୀ ଓଡ଼ିଆର…

ମୋର୍ନେ ମୋର୍କେଲ ହେଲେ ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ୍

ନୂଆଦିଲ୍ଲୀ: ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ ଗ୍ରହଣ କରିବା ପରଠାରୁ ଦଳ ପାଇଁ ଜଣେ ବୋଲିଂ କୋଚ୍ ଖୋଜା ଚାଲିଥିଲା । ବୋଲିଂ କୋଚ୍ ସନ୍ଧାନରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ପୂର୍ବତନ ଫାଷ୍ଟ ବୋଲର ମୋର୍ନେ ମୋର୍କେଲଙ୍କୁ ଭାରତୀୟ…