ବିଜେଡିର ମିଡ଼ିଆ ଟିମ୍ ପୁନର୍ଗଠିତ

ଭୁବନେଶ୍ୱର – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ମିଡିଆ ଟିମ ପୁନଗର୍ଠନ କରିଛନ୍ତି।

ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଶର୍ମିଷ୍ଠା ସେଠୀ, ଡକ୍ଟର ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜ ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି ।

ଦଳର ମୁଖପାତ୍ର ଭାବେ ବିଧାୟକ ଦେବୀପ୍ରସାଦ ମିଶ୍ର, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ପ୍ରଦୀପ ମାଝୀ, ଅନୁଭବ ପଟ୍ଟନାୟକ, ସଞ୍ଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ କୁମାର ସାହୁ, ଡାକ୍ତର ହରିଶ ଚୌଧୁରୀ, ଗୌତମ ବୁଦ୍ଧ ଦାସ, ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା, ଓମ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝି ଓ ସାଂସଦ ସୁଲତା ଦେଓ ନିଯୁକ୍ତ ହୋଇଛନ୍ତି ।

‌ ମିଡିଆ ପ୍ୟାନେଲିଷ୍ଟ ଟିମରେ ୯ ଜଣ ଅଛନ୍ତି । ସେମାନେ ହେଲେ ଇପସିତା ସାହୁ, ମଧୁସ୍ମିତା ନାୟକ, ସୋଫିଆ ଆଲାମ୍, ମହିକିତା ମିଶ୍ର, ଲୋରା ମହାପାତ୍ର, ସ୍ବାଗତିକା ମହାନ୍ତି, ସ୍ବୟଂପ୍ରକାଶ ମହାପାତ୍ର ଏବଂ ଅପୂର୍ବ ଅପରୂପା ।

ଲେନିନ ମହାନ୍ତି ଓ ମଧୁସ୍ମିତା ନାୟକ ମିଡିଆ କୋ-ଅର୍ଡିନେଟର ଅଛନ୍ତି ।

Comments are closed.