Browsing Category

ଦେଶ

ସରକାର ନ୍ୟାୟପାଳିକାରେ ନିଜ ଲୋକଙ୍କୁ ବସାଇବାକୁ ଚାହୁଁଛନ୍ତି : କପିଳ ସିବଲ

ନୂଆଦିଲ୍ଲୀ: କଲେଜିୟମ ସିଷ୍ଟମକୁ ବାରମ୍ବାର ଟାର୍ଗେଟ ନେଇ ବିଶିଷ୍ଟ ଓକିଲ ତଥା ରାଜ୍ୟସଭା ସଦସ୍ୟ କପିଳ ସିବଲ କେନ୍ଦ୍ରକୁ ସମାଲୋଚନା…

ସଂସଦରେ ପୁଣି ତଓ୍ବାଙ୍ଗ ତାତି, ଆଲୋଚନା ପ୍ରସ୍ତାବ ଖାରଜ ପରେ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ଆଜି ବି ତଓ୍ବାଙ୍ଗ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ଗୃହକାର୍ଯ୍ୟ ଆରମ୍ଭ ହେବା…

‘ମୁଁ ଟ୍ବିଟର ମୁଖ୍ୟ ପଦ ଛାଡ଼ିଦେବା ଉଚିତ କି..?’ ୟୁଜରଙ୍କ ଠାରୁ ମତାମତ ଲୋଡ଼ିଲେ…

ନ୍ୟୁୟର୍କ: ଆମେରିକାର ଟେକ୍ ବ୍ୟବସାୟୀ ଏଲନ୍ ମସ୍କ ପୁଣି ଟ୍ୱିଟରରେ ଏକ ସର୍ଭେ କରିଛନ୍ତି । ସେ ଟ୍ୱିଟର ମୁଖ୍ୟ ରହିବେ ନା ନାହିଁ…

ଭାରତୀୟ ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧ ଜାହାଜ ‘ଆଇଏନ୍ଏସ୍ ମର୍ମୁଗାଓ’

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ରବିବାର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ବିନାଶକ ଯୁଦ୍ଧପୋତ 'ଆଇଏନ୍ଏସ୍ ମର୍ମୁଗାଓ'କୁ…

ଆମ ଯବାନଙ୍କ ଉପରେ ଆକ୍ରମଣ ସତ୍ତ୍ୱେ ଚୀନକୁ ପୁରସ୍କୃତ କରୁଛନ୍ତି କେନ୍ଦ୍ର ସରକାର: କେଜ୍ରିୱାଲ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଆମ୍ ଆଦମୀ ପାର୍ଟି…

‘ଯଦି ସୁପ୍ରିମକୋର୍ଟରୁ ନ୍ୟାୟ ନ ମିଳେ, ଲୋକେ ଯିବେ କୁଆଡ଼େ..’, ବାନୋଙ୍କ ଆବେଦନ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଲକିସ୍ ବାନୋଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିବା ପରେ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲୁ) ଅଧ୍ୟକ୍ଷା…

ବିହାର ପହଞ୍ଚିଲା ‘ପଠାନ୍’ ବିବାଦ, ଶାହରୁଖ ଓ ଦୀପିକାଙ୍କ ବିରୋଧରେ ମାମଲା

ମୁଜାଫରପୁର: ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ 'ପଠାନ୍'ର ପିଛା ଛାଡୁନି ବିବାଦ । ଏହି ଫିଲ୍ମର ଗୀତ 'ବେସରମ ରଙ୍ଗ..'ରେ ଧାର୍ମିକ ଭାବନାକୁ…

ବିଲକିସ୍ ବାନୋଙ୍କୁ ଝଟକା, ଗଣଦୁଷ୍କର୍ମ ଦୋଷୀଙ୍କୁ ଛଡ଼ାଯିବା ବିରୋଧରେ ପୁନର୍ବିଚାର ଆବେଦନ ଖାରଜ…

ନୂଆଦିଲ୍ଲୀ: ବିଲକିସ୍ ବାନୋଙ୍କୁ ଲାଗିଛି ବଡ଼ ଝଟକା । ଗଣବଳାତ୍କାର ଦୋଷୀଙ୍କୁ ମୁକ୍ତ କରିବା ବିରୋଧରେ ବିଲକିସ୍ ବାନୋଙ୍କ ପୁନର୍ବିଚାର…

ଭାରତୀୟ ମାଇକ୍ରୋବ୍ଲଗିଂ ସାଇଟ୍ ‘କୁ’ର ଆକାଉଣ୍ଟ ବନ୍ଦ କଲା ଟ୍ବିଟର

ୱାଶିଂଟନ୍: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ 'କୁ'ର ଏକ ଆକାଉଣ୍ଟକୁ ସସପେଣ୍ଡ୍ କରିଛି । କିଛି ଦିନ…