ଶସ୍ତା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ୯୨ ଟଙ୍କା ଶସ୍ତା ହୋଇଛି। ତେବେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଏବେ ୨୧୧୯.୫୦ ଟଙ୍କା ବଦଳରେ ୨୦୨୮ ଟଙ୍କାରେ ଉପଲବ୍ଧ ହେବ | କୋଲକାତାରେ ଏହା ୨୧୩୨ ଟଙ୍କାକୁ କମିଛି । ମାର୍ଚ୍ଚ ୧ରେ କମର୍ସିଆଲ ସିଲିଣ୍ଡରର ଦର ୩୫୦.୫୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ିଥିଲା ।

Comments are closed.