Odia୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିତ୍ତପ୍ରସ୍ତର ସ୍ଥାପନ
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ( ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ) ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏଥିପାଇଁ ୪,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକମାନଙ୍କର ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। କେନ୍ଦ୍ରାପଡାରେ ୧୫ ହଜାରରୁ ଅଧିକ ଚାଷୀ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ଥିଲେ [...]
Odiaସାନିଆଙ୍କ ସହ ବିଚ୍ଛେଦ ଚର୍ଚ୍ଚା ମଧ୍ୟରେ ପାକ୍ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କଲେ ସୋଏବ ମଲିକ
ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବା ଚର୍ଚ୍ଚା ମଧ୍ୟରେ ପାକିସ୍ତାନୀ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ ମଲିକ ତୃତୀୟ ବିବାହ କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତିି । ସୋଏବ ମଲିକ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ବିବାହ ଫଟୋ ସେୟାର କରିଛନ୍ତି। ସୋଏବଙ୍କ ନୂଆ ଜୀବନସାଥୀ ବନିଥିବା ସାନା ଜାଭେଦଙ୍କ ମଧ୍ୟ ଏହି ଦ୍ବିତୀୟ ବିବାହ। ପାକିସ୍ତାନର ଜଣେ ଜଣାଶୁଣା ଅଭିନେତ୍ରୀ ୨୮ ବର୍ଷୀୟା ସାନା [...]
Odiaଜାନୁଆରୀ ୨୨ରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଛୁଟି ଦେବା ନେଇ ପ୍ରଶ୍ନ ଉଠାଇଲା ସିପିଆଇ-ଏମ୍, କହିଲା ନିଷ୍ପତ୍ତି ସମ୍ବିଧାନ ବିରୋଧୀ
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସୋମବାର (ଜାନୁୟାରୀ ୨୨) ହେବ। ଏଥିପାଇଁ ସେହି ଦିନ କେନ୍ଦ୍ର କର୍ମଚାରୀମାନଙ୍କୁ ସରକାର ଅଧା ଦିନ ଛୁଟି ଦେଇଛନ୍ତି। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସିପିଆଇ (ଏମ୍) ବିରୋଧ କରିଛି। ସିପିଆଇ (ଏମ୍) ପଲିଟବ୍ୟୁରୋ ସରକାରଙ୍କ ନିଷ୍ପତ୍ତିକୁ ସମ୍ବିଧାନ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ବିରୁଦ୍ଧ ବୋଲି କହିଛି । ରାଷ୍ଟ୍ର ଧାର୍ମିକ ପ୍ରସଙ୍ଗରୁ ମୁକ୍ତ ହେବା ଉଚିତ ବୋଲି ସିପିଆଇ (ଏମ୍) କହିଛି। ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା [...]
Odiaପୂର୍ବତନ ଲୋକସଭା ସଦସ୍ୟ ଅନାଦି ଚରଣ ସାହୁଙ୍କ ପରଲୋକ
କଟକ – ବ୍ରହ୍ମପୁରର ପୂର୍ବତନ ସାଂସଦ ଅନାଦି ଚରଣ ସାହୁଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। କଟକ ସିଡିଏ ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି। ଅବସରପ୍ରାପ୍ତ ଆଇପିଏସ ଅନାଦି ଚରଣ ସାହୁ ୧୯୯୯ ମସିହା ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ସେ ଜଣେ ରାଷ୍ଟ୍ରପତି ପଦକ ପ୍ରାପ୍ତ ଆଇପିଏସ ଅଫିସର ଥିଲେ । ପରେ ସେ ରାଜନୀତିରେ [...]
Odia୫-ଟି ସ୍କୁଲ ରୂପାନ୍ତରଣ : ଆଜି ୩୬୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ୫-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ତୃତୀୟ ଦିନରେ ଆଜି ୫ଟି ଜିଲ୍ଲାରେ ୩୬୧ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୟୂରଭଞ୍ଜ ଜିଲ୍ଲାର ୧୦୫ ହାଇସ୍କୁଲ, ବଲାଙ୍ଗିର ଜିଲ୍ଲାର ୧୦୦, ସମ୍ବଲପୁର ଜିଲ୍ଲାର ୬୩, ରାୟଗଡ଼ା ଜିଲ୍ଲାର ୬୦ ଓ ନୂଆପଡ଼ା ଜିଲ୍ଲାର ୩୩ ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ । ୫-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ପ୍ରଥମେ ୫ଟି ଜିଲ୍ଲାର ୩୮୯ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଥିଲେ [...]
Odiaଚିଲିକା ଓ ଗହୀରମଥାରେ ଡଲଫିନ ଗଣନା ଆରମ୍ଭ
ଭୁବନେଶ୍ୱର – ପକ୍ଷୀ ଗଣନା ପରେ ଚିଲିକା ହ୍ରଦରେ ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଡଲଫିନ ଗଣନା ଦିନ ୧୨ଟା ଯାଏଁ ଚାଲିବ । ପ୍ରଥମେ ଇରାୱାଡି ଡଲଫିନ ଗଣନା କରାଯାଉଛି ।ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସାତପଡ଼ାରେ ଡଲଫିନ୍ ଗଣନା ପାଇଁ ୮ଟି ଟିମ୍ ନିୟୋଜିତ ଅଛନ୍ତି। ପ୍ରତ୍ୟେକ ଟିମ୍ରେ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। କେନ୍ଦ୍ରାପଡା ଜିଲ୍ଲା [...]
Odiaତିନି ଦିନ ରାଜ୍ୟରେ ଘନ କୁହୁଡି, ଆଜି ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର – ଶୀତ କମିଛି । କିନ୍ତୁ କୁହୁଡି କରୁଛି କଲବଲ । କୁହୁଡି ପାଇଁ ଆଜି ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିଛି ପାଣିପାଗ ବିଭାଗ ।କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ,କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, କଟକ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ୨୨ ତାରିଖ ଯାଏ ଘନ କୁହୁଡ଼ି ଆଶଙ୍କା ରହିଛି। ରବିବାର ୧୯ଟି ଓ ସୋମବାର ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଥିପାଇଁ [...]
Odiaଆଜି ଶାମ୍ବଦଶମୀ, ଏହି ତିଥିରେ ଶାମ୍ବ ମର୍ତ୍ତ୍ୟଲୋକରେ ସୂର୍ଯ୍ୟଙ୍କ ମୂର୍ତ୍ତି ପୂଜାର ପ୍ରଥା ପ୍ରଚଳିତ କରାଇଥିଲେ
ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-“”ଅଇଲା ଚିତୋଉ ନାନୀ/ ବାରଓଷା [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସରଦ ବିମଲ ବିଧୁ ବଦନୁ ସୁହାବନ । ନୟନ ନବଲ ରାଜୀବ ଲଜାବନ ॥ ସକଲ ଅଲୌକିକ ସୁଂଦରତାଈ । କହି ନ ଜାଈ ମନହୀଂ ମନ ଭାଈ ॥ ଭାବାର୍ଥ :- ଶ୍ରୀରାମଙ୍କ ସୁନ୍ଦର ଶ୍ରୀମୁଖ ଶରଦ ପୂର୍ଣ୍ଣିମାର ନିର୍ମଳ ଚନ୍ଦ୍ରମା ସମାନ ଦିଶୁଥାଏ, ଆଉ ତାଙ୍କ ମନୋରମ ସୁନ୍ଦର ଆଖିକୁ ଦେଖି ସଜ ପଦ୍ମଫୁଲ ଟି ମଧ୍ୟ ଲାଜେଇଯିବ । ଶ୍ରୀରାମଙ୍କ ଶରୀରର ସମସ୍ତ ସୌଷ୍ଠବର ସୌନ୍ଦର୍ଯ୍ୟ ଅଲୌକିକ [...]
Odiaଗୀତା ଉପଦେଶ: ଯୋଗାରୂଢ ପୁରୁଷଙ୍କ ସର୍ଵ ସଂକଳ୍ପ ଶୁନ୍ୟତା ହିଁ ତାଙ୍କ କଲ୍ୟାଣ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଆରୁରୁକ୍ଷର୍ମୁନେରଯୋଗଂ କର୍ମ କାରଣମୁଚ୍ୟତେ। ଯୋଗାରୂଢସ୍ୟ ତସୈବ ଶମଃ କାରଣମୁଚ୍ୟତେ। ଅର୍ଥାତ୍:- ହେ ଅର୍ଜ୍ଜୁନ ! ଯୋଗାରୂଢ ହେବାକୁ ମନନଶୀଳ ପୁରୁଷ ଙ୍କ ନିମନ୍ତେ ନିଷ୍କାମ ଭାବରେ କର୍ମ କରିବା ହିଁ ଯୋଗ ପ୍ରାପ୍ତିର ହେତୁ ବୋଲି କୁହାଯାଏ ଏବଂ ଯୋଗାରୂଢ ହୋଇଯିବ ପରେ ସେହି ଯୋଗାରୂଢ ପୁରୁଷଙ୍କ ସର୍ଵ ସଂକଳ୍ପ ଶୁନ୍ୟତା ହିଁ ତାଙ୍କ କଲ୍ୟାଣ ର କାରଣ ବୋଲି [...]
