Odiaପିଏମ୍ ମୋଦୀଙ୍କ ଡିଗ୍ରୀ ବିବାଦ: ଆପ୍ ନେତାଙ୍କ ବିରୋଧରେ ମାନହାନି ମାମଲା ଉପରେ ରୋକ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଗୁଜରାଟ ବିଶ୍ୱବିଦ୍ୟାଳୟ ଦାୟର କରିଥିବା ମାନହାନି ମାମଲାର ଶୁଣାଣି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଜଷ୍ଟିସ୍ ବିଆର୍ ଗଭାଇ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଏକ ଖଣ୍ଡପୀଠ ସିଂହଙ୍କ ଆବେଦନ ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି। ନିଜ ଆବେଦନରେ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଗୁଜରାଟର ଏକ ନିମ୍ନ [...]
Odiaଜାନୁଆରୀ ୨୨ରେ ‘ସଦଭାବ ରାଲି’ କରିବେ ମମତା
କୋଲକାତା: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ସମାରୋହ ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ସବୁ ଧର୍ମର ଲୋକଙ୍କୁ ନେଇ ଏକ ‘ସଦଭାବ ରାଲି’ର ଆୟୋଜନ କରିବେ । ମଙ୍ଗଳବାର ସେ ଏହି ରାଲି ନେଇ ଘୋଷଣା କରିଛନ୍ତି। ତୃଣମୂଳ କଂଗ୍ରେସ (ଟିଏମସି)ର ମୁଖ୍ୟ ବାନାର୍ଜୀ କହିଛନ୍ତି, ସେ କାଳିଘାଟ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଦକ୍ଷିଣ କୋଲକାତାର ହାଜରା ଛକରୁ ଏହି ରାଲିର ଆରମ୍ଭ କରିବେ। ରାଜ୍ୟ ସଚିବାଳୟରେ ଏକ ସାମ୍ବାଦିକ [...]
Odiaଧରାକୋଟ: ବିଷ ପିଇଲେ ସପ୍ତମ ଶ୍ରେଣୀ ଛାତ୍ରୀ
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ବାହାରପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଘଟଣ। ସ୍କୁଲ ହତାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମଧ୍ୟାହ୍ନ ଭୋଜନ ଛୁଟି ବେଳେ ସେ ଏକ ବୋତଲରୁ କିଛି ତରଳ ପଦାର୍ଥ ପିଇ ବାନ୍ତି କରିଥିଲେ। ତାଙ୍କ ସହପାଠୀ ଛାତ୍ରୀଜଣକ ଏହା ଦେଖି ପାଟି କରିଥିଲେ। ଛାତ୍ରୀଜଣଙ୍କୁ ସଙ୍ଗେ ସଙ୍ଗେ ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜରୁରୀକାଳୀନ ଚିକିତ୍ସା ପରେ ତାଙ୍କ [...]
Odiaଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଲାଗି ପୁରୀ ସହର ଉତ୍ସବମୂଖର l ଚାରିଦ୍ବାରରେ ଚାଲିଛି ବେଦପାଠ, ଆଜି ମହାଯଜ୍ଞର ଦ୍ବିତୀୟ ଦିନ, ଆସନ୍ତାକାଲି ହେବ ପୂର୍ଣ୍ଣାହୂତି l ପୁରା ଖଣ୍ଡମଣ୍ଡଳ ମନ୍ତ୍ରପାଠ ଏବଂ ହୋମଯଜ୍ଞରେ ହେଉଛି ପ୍ରକମ୍ପିତ l ବିଶ୍ବର କୋଣଅନୁକୋଣରେ ମହାପ୍ରଭୁଙ୍କ ଅନନ୍ୟ ଦିବସ ପାଳନ କରିବାକୁ ଜଗନ୍ନାଥ ପ୍ରେମୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଶ୍ରୀ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ବଡ଼ଦାଣ୍ଡର ଉଭୟ ପାର୍ଶ୍ଵ ସୁନ୍ଦର ରଙ୍ଗୀନ ଆଲୋକ ମାଳାରେ [...]
Odiaରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ‘ମୋଦୀଙ୍କ ରାଜନୈତିକ ଇଭେଣ୍ଟ’ କହିଲେ ରାହୁଲ
ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନେଇ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ଏହି ଉତ୍ସବ ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତିି । ରାହୁଲ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ଉତ୍ସବ ହେଉଛି ମୋଦୀଙ୍କ କାର୍ଯ୍ୟକ୍ରମ। ଆରଏସ୍ଏସ୍ ଓ ବିଜେପି ଜାନୁଆରୀ ୨୨ର ଉତ୍ସବକୁ ପୂରା ନରେନ୍ଦ୍ର ମୋଦୀ ଇଭେଣ୍ଟରେ ପରିଣତ କରିଛନ୍ତି। ଏହା ଏକ ଆରଏସଏସ-ବିଜେପି କାର୍ଯ୍ୟକ୍ରମ । ସେଥିପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସେଠାକୁ [...]
ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ‘ଶ୍ରୀମନ୍ଦିର ଖୁସି, ଓଡ଼ିଶା ଖୁସି’
ଭୁବନେଶ୍ବର – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ସାରାଦେଶରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତେ ଯେମିତି ଅନାଇ ରହିଛନ୍ତି ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ଏକ ରୂପାନ୍ତରଣ ଉତ୍ସବକୁ । ପରିକ୍ରମା ପ୍ରକଳ୍ପ ନେଇ ସୃଷ୍ଟି ହୋଇଥିବା ଅପୂର୍ବ ଉତ୍ସାହ ଓ ଉଦ୍ଦୀପନା ସାମାଜିକ ଗଣମାଧ୍ୟମରେ ପ୍ରତିଫଳିତ ହୋଇଛି। ‘ଏକ୍ସ’ ( ପୂର୍ବର ଟୁଇଟର)ରେ ଟ୍ରେଣ୍ଡ୍ କରୁଛି ‘ଶ୍ରୀମନ୍ଦିର ଖୁସି, ଓଡ଼ିଶା ଖୁସି’ । ସବୁଠି ପରିକ୍ରମା ପ୍ରକଳ୍ପ [...]
Odiaରନୱେରେ ବସି ଯାତ୍ରୀମାନଙ୍କ ଖାଇବା ଘଟଣା, ଇଣ୍ଡିଗୋ ଏୟାରଲାଇନକୁ ନୋଟିସ୍
ମୁମ୍ବାଇ: ମୁମ୍ବାଇ ବିମାନବନ୍ଦର ରନୱେରେ ବସି ଯାତ୍ରୀମାନେ ଖାଉଥିବା ଦୃଶ୍ୟ ଭାଇରାଲ୍ ପରେ ଇଣ୍ଡିଗୋ ଏୟାରଲାଇନର ଅଡ଼ୁଆ ବଢ଼ିଛି । ଏହି ମାମଲାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋ ଓ ମୁମ୍ବାଇ ବିମାନବନ୍ଦରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଗୋଆରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ୧୨ ଘଣ୍ଟା ବିଳମ୍ବ ପରେ ମୁମ୍ବାଇ ଯାଇଥିଲା । ଫ୍ଲାଇଟ୍ ବିଳମ୍ବ ଯୋଗୁଁ ଯାତ୍ରୀମାନଙ୍କୁ ବହୁ ଅସୁବିଧା ହୋଇଥିଲା। ଯାତ୍ରୀମାନେ ବାଧ୍ୟ ହୋଇ [...]
ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡିବ ଏସି ଡିଲକ୍ସ ଜଗନ୍ନାଥ ଏକ୍ସପ୍ରେସ ବସ୍
ଭୁବନେଶ୍ବର – ପ୍ରତି ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଚାଲିବ ଏସି ଡିଲକ୍ସ ବସ୍ । ଲକ୍ଷ୍ମୀ ଯୋଜନା ତୃତୀୟ ସୋପାନରେ ସ୍ୱତନ୍ତ୍ର ‘ଜଗନ୍ନାଥ ଏକ୍ସପ୍ରେସ୍’ ଏସି ଡିଲକ୍ସ ବସ୍ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଯାତ୍ରା କରିବ । ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ଆରମ୍ଭ ହେବ ଏହି ବସ୍ ସେବା । ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ୍ ସେବାର ଉଦଘାଟନ କରିବେ। ସବୁ ବସ୍ ଭୁବନେଶ୍ୱର ଦେଇ ପୁରୀ ଯିବ । [...]
ବାସ୍ତବ ରୂପ ନେଇଛି ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ: ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଉତ୍ସବମୁଖର ଶ୍ରୀକ୍ଷେତ୍ର
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଉତ୍ସବ ମୁଖର ହୋଇଛି ଶ୍ରୀକ୍ଷେତ୍ର । ରୂପାନ୍ତରିତ ହୋଇଛି ପୁରୀ ସହର । ଆଧ୍ୟାତ୍ମିକ ବାତାବରଣରେ ଭକ୍ତ ବିଭୋର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ୍ରିମ୍ ପ୍ରୋଜେକ୍ଟ ବାସ୍ତବ ରୂପ ନେଇଛି । ଆସନ୍ତାକାଲି ପ୍ରକଳ୍ପ ଲୋକାର୍ପଣକୁ ଅପେକ୍ଷା । ଲୋକାର୍ପଣ ପୂର୍ବରୁ ଆରମ୍ଭ ହୋଇଥିବା ତ୍ରିଦିନାତ୍ମକ ମହାଯଜ୍ଞର ଆଜି ଦ୍ୱିତୀୟ ଦିନ। ମନ୍ତ୍ର ଧ୍ୱନିରେ ମୁଖରିତ ହେଉଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଚାରି ଦ୍ବାରରେ ଚର୍ତୁବେଦ ପାଠ [...]
Odiaବିଏସ୍କେୱାଇ ନବୀନ କାର୍ଡ ଆବେଦନ ସମୟସୀମା ବୃଦ୍ଧି
ଭୁବନେଶ୍ୱର – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା -ବିଏସ୍କେୱାଇ ନବୀନ କାର୍ଡ ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ଆଜି ଆବେଦନର ଶେଷ ତାରିଖ ଥିଲା । କିନ୍ତୁ ରାଜ୍ୟ ସରକାର ଆବେଦନ ସମୟସୀମାକୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗରିବ ହିତାଧିକାରୀ ମାନେ ବିଏସ୍କେୱାଇ ନବୀନ କାର୍ଡ ପାଇଁ ଆବେଦନ କରିପାରିବେ। ଜାନୁଆରୀ ୬ ତାରିଖରୁ ନବୀନ କାର୍ଡ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଥିଲା । ଏବେ ଅବଧି ବୃଦ୍ଧି ପାଇଥିବା ନେଇ [...]
