ଗୀତା ଉପଦେଶ : ଅନ୍ୟ ଦେବତାଙ୍କୁ ପୂଜାକରି ଯେଉଁ ଫଳ ଲାଭ କରାଯାଏ ପକ୍ଷାନ୍ତରେ ମୁଁ ହି ସେହିଫଳ ପ୍ରଦାନ କରିଥାଏ

ओडिया समाचारଗୀତା ଉପଦେଶ : ଅନ୍ୟ ଦେବତାଙ୍କୁ ପୂଜାକରି ଯେଉଁ ଫଳ ଲାଭ କରାଯାଏ ପକ୍ଷାନ୍ତରେ ମୁଁ ହି ସେହିଫଳ ପ୍ରଦାନ କରିଥାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ସପ୍ତମ ଅଧ୍ୟାୟ ର ଜ୍ଞାନବିଜ୍ଞାନ ଯୋଗ ସମ୍ବନ୍ଧରେ କହୁଛନ୍ତି : – ସ ତୟା ଶ୍ରଦ୍ଧୟା ଯୁକ୍ତସ୍ତସ୍ୟାରାଧନମୀହତେ । ଲଭତେ ଚ ତତଃ କାମାନ୍ମୟୈବ ବିହିତାହ୍ନି ତାନ୍ ।।୨୨। ଅର୍ଥାତ୍ :- ଲଭତେ ଅର୍ଥ “ସେମାନେ ପ୍ରାପ୍ତ କରନ୍ତି ।” ଦେବତାମାନଙ୍କର ଭକ୍ତମାନେ,ତାଙ୍କୁ ପୂଜାକରି, ନିଜର ଇପ୍ସିତ ଫଳ ପ୍ରାପ୍ତ କରିପାରନ୍ତି, କିନ୍ତୁ ବାସ୍ତବରେ ସେହି ଫଳ ଦେବତା ମାନେ ଦେଇ ନ ଥାନ୍ତି। ତାହା ଭଗବାନ ହିଁ ମଞ୍ଜୁର [...]
ओडिया समाचारଭରତପୁର ଥାନା ନିର୍ଯ୍ୟାତନା ଘଟଣା: ନବୀନଙ୍କ ଦୃଢ଼ ନିନ୍ଦା, ଏସ୍ଆଇଟି ତଦନ୍ତ ଦାବି
ଭୁବନେଶ୍ୱର: ଭରତପୁର ଥାନା ରେ ଯେପରି ଭାବରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳା ଙ୍କୁ ନିର୍ଯ୍ୟାତନା ଦିଆଗଲା ତାକୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି। ଘଟଣା କୁ ଲୋମହର୍ଷଣକାରୀ ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି। ଥାନା ଭିତରେ ପୋଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶର ବିବେକକୁ ଦୋହଲାଇ ଦେଇଛି। ଓଡିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି [...]
ओडिया समाचारଆରମ୍ଭ ହୋଇଛି ପିତୃପକ୍ଷ, ଆସନ୍ତୁ ଜାଣିବା କଣ ରହିଛି ଏହାର ମହତ୍ତ୍ୱ
ଆରମ୍ଭ ହୋଇଛି ପିତୃପକ୍ଷ। ଏହି ପନ୍ଦର ଦିନ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ତର୍ପଣ କରାଯାଏ। ଆସନ୍ତୁ ଜାଣିବା କଣ ରହିଛି ଏହାର ମହତ୍ତ୍ୱ ? ପିତୃଋଣରୁ ମୁକ୍ତି ପାଇବା ପାଇଁ ତଥା ପିତୃପୁରୁଷଙ୍କର ସନ୍ତୁଷ୍ଟି ଓ ଉଚ୍ଚତର ଲୋକ ଗମନ ନିମନ୍ତେ ପ୍ରତ୍ୟେକ ହିନ୍ଦୁ ପରିବାର ରେ ଏହି ଶ୍ରାଦ୍ଧ କର୍ମ କରାଯାଇଥାଏ। ଯମସ୍ମୃତି ମତରେ ଏହି ଶ୍ରାଦ୍ଧ ସାଧାରଣତଃ ୫ ପ୍ରକାର ହୋଇଥାଏ । ଯଥା – ୧) ନିତ୍ୟ – ଯାହା ପ୍ରତିଦିନ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସଂଗ ସଖୀଂ ସବ ସୁଭଗ ସୟାନୀଂ । ଗାବହିଂ ଗୀତ ମନୋହର ବାନୀଂ ॥ ସର ସମୀପ ଗିରିଜା ଗୃହ ସୋହା । ବରନି ନ ଜାଇ ଦେଖି ମନୁ ମୋହା ॥ ଭାବାର୍ଥ :- ସୀତାଙ୍କ ସାଥିରେ ଅନେକ ଚତୁରୀ ସୁନ୍ଦରୀ ସଖୀମାନେ ଆସିଥିଲେ, ଯେଉଁମାନେ ସୁନ୍ଦର ସ୍ବରରେ ମନମତାଣିଆ ଗୀତ ଗାଉଥିଲେ । ପୋଖରୀ ନିକଟରେ ଶିବ ଓ ମାତା ପାର୍ବତୀଙ୍କ ମନ୍ଦିର ଶୋଭା ପାଉଥିଲା, ଯାହାର ଶବ୍ଦରେ [...]
ଗୀତା ଉପଦେଶ: ଯିଏ ଅତ୍ୟନ୍ତ ଶ୍ରଦ୍ଧାଯୁକ୍ତ ହୋଇ ମୋ ଭକ୍ତିରେ ନିମଗ୍ନ ରହେ, ମୁଁ ସେମାନଙ୍କୁ ସର୍ବଶ୍ରେଷ୍ଠ ମନେକରି ଥାଏ

ओडिया समाचारଗୀତା ଉପଦେଶ: ଯିଏ ଅତ୍ୟନ୍ତ ଶ୍ରଦ୍ଧାଯୁକ୍ତ ହୋଇ ମୋ ଭକ୍ତିରେ ନିମଗ୍ନ ରହେ, ମୁଁ ସେମାନଙ୍କୁ ସର୍ବଶ୍ରେଷ୍ଠ ମନେକରି ଥାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଯୋଗିନାମପି ସର୍ବେଷାଂ ମଦ୍ଗତେନାନ୍ତରାତ୍ମନା। ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ ସ ମେ ଯୁକ୍ତତମୋ ମତଃ ।।୪୭।। ଅର୍ଥାତ୍:- ସମସ୍ତ ଯୋଗୀମାନଙ୍କ ମଧ୍ୟରୁ, ଯେଉଁ ମାନଙ୍କର ମନ ସର୍ବଦା ମୋଠାରେ ସନ୍ନିବିଷ୍ଟ ଥାଏ, ଏବଂ ଯିଏ ଅତ୍ୟନ୍ତ ଶ୍ରଦ୍ଧାଯୁକ୍ତ ହୋଇ ମୋ ଭକ୍ତିରେ ନିମଗ୍ନ ରହେ, ମୁଁ ସେମାନଙ୍କୁ ସର୍ବଶ୍ରେଷ୍ଠ ମନେକରି ଥାଏ। ( ଗୀତା ଷଷ୍ଠ ଅଧ୍ୟାୟ ୪୭ ଶ୍ଳୋକ [...]
ହିଞ୍ଜିଳି ଥାନା ପିତ୍ତଳରେ ଦୁର୍ଘଟଣା: ୨ ମୃତ

ओडिया समाचारହିଞ୍ଜିଳି ଥାନା ପିତ୍ତଳରେ ଦୁର୍ଘଟଣା: ୨ ମୃତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ଗ୍ରାମ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୂର୍ବରୁ ରାସ୍ତା କଡରେ ଠିଆ ହୋଇଥିବା ଏକ ପରିବା ବୋଝେଇ ଟ୍ରକକୁ ପଛପଟୁ ଦ୍ରୁତ ଗତିରେ ଆସି ଏକ ଖାଲି ଟାଟା ଏସ୍ ଭ୍ୟାନ୍ ଧକ୍କା ଦେଇଥିଲା। ଫଳରେ ଦୁଇଜଣଙ୍କ ମୃତ୍ଯୁ ଘଟିଥିବା ଜଣାପଡିଛି। ସେମାନେ ହେଲେ ନିକଟସ୍ଥ ସୁନ୍ଦରାପଲ୍ଲୀ ଗ୍ରାମର ସୁମନ ଗନ୍ତାୟତ ଓ ଶରଧାପୁର ଗ୍ରାମର ଅଜିତ ବାଡତ୍ୟା। ଦୁହେଁ ଭ୍ୟାନରେ ଚାଳକ [...]
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବଳିବାମନ ବେଶ ଅନୁଷ୍ଠାନ

ओडिया समाचारଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବଳିବାମନ ବେଶ ଅନୁଷ୍ଠାନ
ଭାଦ୍ରବ ଶୁକ୍ଲ ତ୍ରୟୋଦଶୀ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାମନ ବେଶ ଅନୁଷ୍ଠିତ ହୋଇଥିଲା।ଏହି ବେଶ ଅବସରରେ ଦେବୀ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ର ସ୍ୱର୍ଣ୍ଣ ବେଶରେ ସଜ୍ଜିତ ହୋଇଥିଲେ। ଅଗ୍ରଜ ଶ୍ରୀ ବଳଭଦ୍ର ଦେବ କାମପାଳ ବଳୀରାଜା ବେଶରେ ଶ୍ରୀହସ୍ତରେ ଧନୁ ଓ ଶର ଧାରଣ କରିଥିଲେ । ମଧ୍ୟାହ୍ନ ଧୂପ ପୂଜା ବଢିବାପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବଳି ବାମନ ବେଶ ଅନୁଷ୍ଠିତ ହୋଇଥିଲା। ଏହି ଦିନ ମହାପ୍ରଭୁଙ୍କୁ ସ୍ବର୍ଣ୍ଣ ଶ୍ରୀଭୁଜ, ଶ୍ରୀ ପୟର ଓ [...]
ओडिया समाचारପୁରୀ ଗଜପତି ମହାରାଜାଙ୍କ ସୁନିଆଁ ପର୍ବ ଅବସରରେ ସ୍ଵର୍ଣ୍ଣ ମୋହର ପ୍ରଚଳନ
ଭାଦ୍ରବ ମାସ ଶୁକ୍କପକ୍ଷ ଦ୍ୱାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ସୁନିଆଁ ଓ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ରାଜନଅରରେ ଆଜି ରାତିରେ ପାଳିତ ହେବ ସୁନିଆଁ ପର୍ବ । ଗଜପତି ମହାରାଜାଙ୍କ ଶାସନର ନୂଆ ଅଙ୍କ ଓ ନୂଆ ବର୍ଷ ଆଜି ଠାରୁ ଆରମ୍ଭ ହୋଇଥାଏ । ମହାରାଜଙ୍କ ଶାସନର ୬୮ ଅଙ୍କ ଓ ୧୪୩୨ ସାଲ୍ ଆଜି ଠାରୁ ଆରମ୍ଭ ହୋଇଛି। ଗଜପତି ମହାରାଜାଙ୍କ ନାମ ସହ ନୂଆ ସାଲ ଓ ନୂଆ ଅଙ୍କ [...]
ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଅଭ୍ୟାସ ଆରମ୍ଭ କଲା ଟିମ୍ ଇଣ୍ଡିଆ
ଚେନ୍ନାଇ: ଏକ ମାସର ବିରତି ପରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷ ଆଗାମୀ ଦୁଇ ଟେଷ୍ଟ ସିରିଜ୍ ପାଇଁ ଅଭ୍ୟାସ ଆରମ୍ଭ କରିଛି । ଦଳର ପ୍ରଥମ ଅଭ୍ୟାସ ଅଧିବେଶନରେ ଚାମ୍ପିୟନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ନେଟ୍ସରେ ୪୫ ମିନିଟ୍ ବିତାଇଥିବା ବେଳେ ଦ୍ରୁତ ବୋଲର ଜସପ୍ରୀତ ବୁମରା ମଧ୍ୟ ଅଭ୍ୟାସ କରିଛନ୍ତି । ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ରୁ ଖେଳାଯିବ | ଅଧିନାୟକ ରୋହିତ ଶର୍ମା, କୋହଲିଙ୍କ ସମେତ ପୂରା ଦଳ ଏମ୍ଏ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ସାସୁ ସସୁର ଗୁର ସେବା କରେହୁ । ପତି ରୁଖ ଲାଖି ଆୟସୁ ଅନୁସରେହୁ ॥ ଅତି ସନେହ ବସ ସଖୀଂ ସୟାନୀ । ନାରି ଧରମ ସିଖବହିଂ ମୃଦୁ ବାନୀ ॥ ଭାବାର୍ଥ :- ଶାଶୁ, ଶସୁର ଆଉ ଗୁରୁଦେବଙ୍କ ସେବା କରିବ । ସ୍ବାମୀଙ୍କ ଆଡକୁ ଚାହିଁ ତାଙ୍କ କହିବା କଥାକୁ ଅନୁପାଳନ କରିବ । ପ୍ରିୟ ଚତୁରୀ ସଖୀମାନେ ମଧ୍ୟ କୋମଳ ଶବ୍ଦରେ ସ୍ତ୍ରୀ – ଧର୍ମ ଶିଖାଉ ଥାଆନ୍ତି ।
