ओडिया समाचारଚକଦେ ଇଣ୍ଡିଆ ! ଅଲିମ୍ପିକ୍ସ ହକିରେ ଭାରତକୁ କ୍ରମାଗତ ଦ୍ବିତୀୟ ବ୍ରୋଞ୍ଜ
ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ବ୍ରୋଞ୍ଜ ପଦକ ଜିତିଛି। ଟିମ୍ ଇଣ୍ଡିଆ ଗୁରୁବାର ବ୍ରୋଞ୍ଜ ପଦକ ମ୍ୟାଚରେ ସ୍ପେନକୁ ୨-୧ ଗୋଲରେ ହରାଇ କ୍ରମାଗତ ଦ୍ବିତୀୟ ଥର ପୋଡିୟମ୍ ଫିନିଶ୍ କରିଛି । ଦଳ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ଉଭୟ ଗୋଲ୍ କରିଥିଲେ। ସେ ୧୦ଟି ଗୋଲ୍ ଦେଇ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଅଗ୍ରଣୀ ମଧ୍ୟ ହୋଇଛନ୍ତି। ୧୯୬୮ ଓ ୧୯୭୨ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ କ୍ରମାଗତ ଦ୍ବିତୀୟ ଥର ବ୍ରୋଞ୍ଜ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ବାଲ କାଣ୍ଡ ମାଗହୁ ବିଦା ମାତୁ ସନ ଜାଈ । ଆଵହୁ ବେଗି ଚଲହୁ ବନ ଭାଈ ॥ ମୁଦିତ ଭଏ ସୁନି ରଘୁବର ବାନୀ । ଭୟଉ ଲାଭ ବଡ ଗଇ ବଡି ହାନୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ହୃଦୟରେ ଆଲିଙ୍ଗନ କରି କହିଲେ, ହେ ଭାଇ ! ଯାଅ, ମା’ଙ୍କ ଠାରୁ ଆଶିର୍ବାଦ ମାଗି ବିଦାୟ ନେଇ ଆସ ଆଉ ମୋ ସହିତ ବନବାସରେ ଚାଲ । ରଘୁକୁଳ ଶ୍ରେଷ୍ଠ [...]
ଗୀତା ଉପଦେଶ: ଯେ ପର୍ଯ୍ୟନ୍ତ ଆମେ ନିଜକୁ ଶରୀର ମନେ କରୁଥିବା, ସେ ପର୍ଯ୍ୟନ୍ତ ଆମେ ସମଦର୍ଶିତା ହାସଲ କରିପାରିବା ନାହିଁ

ओडिया समाचारଗୀତା ଉପଦେଶ: ଯେ ପର୍ଯ୍ୟନ୍ତ ଆମେ ନିଜକୁ ଶରୀର ମନେ କରୁଥିବା, ସେ ପର୍ଯ୍ୟନ୍ତ ଆମେ ସମଦର୍ଶିତା ହାସଲ କରିପାରିବା ନାହିଁ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଶରୀର ତତ୍ତ୍ୱ ବୁଝାଇବାକୁ ଯାଇ କହୁଛନ୍ତି :- ଇହୈବ ତୈର୍ଜିତଃ ସର୍ଗୋ ଯେଷାଂ ସାମ୍ୟେ ସ୍ଥିତଂ ମନଃ। ନିର୍ଦୋଷଂ ହି ସମଂ ବ୍ରହ୍ମ ତସ୍ମାଦ୍ ବ୍ରହ୍ମଣି ତେ ସ୍ଥିତାଃ। ଅର୍ଥାତ : ଯେ ପର୍ଯ୍ୟନ୍ତ ଆମେ ନିଜକୁ ଶରୀର ମନେ କରୁଥିବା, ସେ ପର୍ଯ୍ୟନ୍ତ ଆମେ ସମଦର୍ଶିତା ହାସଲ କରିପାରିବା ନାହିଁ, କାରଣ ଆମେ ଶାରୀରିକ ସୁଖ ଓ ଦୁଃଖ ଅନୁସାରେ, ଆସକ୍ତି ଓ ବିରକ୍ତିର ଅନୁଭବ କରି ଚାଲିଥିବା । ମହାପୁରୁଷମାନେ [...]
ओडिया समाचारଭିନେଶଙ୍କ ଅଲିମ୍ପିକ ପଦକ ସ୍ବପ୍ନ ଚୂରମାର୍, ଫାଇନାଲ ପୂର୍ବରୁ ଅଧିକ ଓଜନ ଯୋଗୁଁ ଅଯୋଗ୍ୟ ଘୋଷିତ
ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ଲାଗିଛି ଶକ୍ତ ଧକ୍କା। ମହିଳା ୫୦ କିଲୋ ବର୍ଗର ଫାଇନାଲ ପୂର୍ବରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଫଳରେ କ୍ୟାରିୟରର ପ୍ରଥମ ଅଲିମ୍ପିକ ପଦକ ଜିତିବା ତାଙ୍କ ସ୍ବପ୍ନ ଧୂଳିସାତ୍ ହୋଇଯାଇଛି । ମାତ୍ର ୫୦ ଗ୍ରାମ୍ ଅଧିକ ଓଜନ ଯୋଗୁଁ ଭିନେଶ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଏଭଳି ଦୁର୍ଭାଗ୍ୟଜନକ ଢ଼ଙ୍ଗରେ ଅଲିମ୍ପିକ ପଦକରୁ ବଞ୍ଚିତ ହେବାକୁ ବିଶ୍ବାସ କରିନପାରି ଭିନେଶ ହଠାତ୍ [...]
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଖସାପଡା ନୀତି ସମ୍ପର୍ଣ୍ଣ

ओडिया समाचारଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଖସାପଡା ନୀତି ସମ୍ପର୍ଣ୍ଣ
ଶ୍ରୀମନ୍ଦିରର ବିଭିନ୍ନ ପରମ୍ପରା ମଧ୍ୟରୁ ଆଜି ଶ୍ରୀଜିଉଙ୍କ ଖସାପଡା ନୀତି ଅନୁଷ୍ଠିତ ହୋଇଯାଇଛି। ଏହା ଏକ ଗୁପ୍ତ ସେବା ହେଇଥିବାରୁ ଏହି ନୀତି କୁ କେହି ଦର୍ଶନ କରି ପରିନଥାନ୍ତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଏହା ଦଇତା ପତି ସେବାୟତ ମାନଙ୍କର ଗୋଷ୍ଠି ଗତ ଏବଂ ଗୁପ୍ତ ସେବା ଅଟେ । ବର୍ଷକୁ ୨ ରୁ ୩ ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ । ଗୁଣ୍ଡିଚା [...]
ओडिया समाचारଏବର୍ଷ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ଯସ୍ତରୀୟ ସ୍ବାଧୀନତା ଦିବସ
ଭୁବନେଶ୍ୱର: ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ଆଜି ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକର ଆଲୋଚନାରୁ ଜଣାଯାଇଛି ଯେ ଚଳିତ ବର୍ଷ ପରେଡରେ ସ୍କୁଲ-କଲେଜ ଓ ପୋଲିସ ବାହିନୀର କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୪୦ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା [...]
ओडिया समाचारଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗ୍ରାହାମ୍ ଥୋର୍ପଙ୍କ ପରଲୋକ
ଲଣ୍ଡନ: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗ୍ରାହାମ୍ ଥୋର୍ପଙ୍କ ୫୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ୧୯୯୩ରୁ ରୁ ୨୦୦୫ ମଧ୍ୟରେ ଥୋର୍ପ ଇଂଲଣ୍ଡ ପାଇଁ ୧୦୦ ଟେଷ୍ଟ ଖେଳିଥିଲେ | ଅବସର ପରେ ସେ ଇଂଲଣ୍ଡ ସିନିୟର ପୁରୁଷ ଦଳର ବ୍ୟାଟିଂ କୋଚ୍ ଓ ସହାୟକ କୋଚ୍ ଭାବେ ମଧ୍ୟ ଦାୟିତ୍ଵ ତୁଲାଇଥିଲେ । ମାର୍ଚ୍ଚ ୨୦୨୨ରେ ଆଫଗାନିସ୍ତାନର ମୁଖ୍ୟ କୋଚ୍ ପଦ ପାଇଁ ମନୋନୀତ ହେବା [...]
କେରଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ‘ଷ୍ଟର୍ମ’

ओडिया समाचारକେରଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ‘ଷ୍ଟର୍ମ’
ବ୍ରହ୍ମପୁର: ଓଡ଼ିଶା ପୋଲିସର ସନ୍ଧାନୀ କୁକୁର ଷ୍ଟର୍ମ କେରଳର ଓ୍ବାୟନାଡକୁ ଯାଇଛି। ବନ୍ୟା ଓ ଭୂସ୍ଖଳନ କାରଣରୁ ଭୀଷଣ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଥିବା ଓ୍ବାୟନାଡରେ ଷ୍ଟର୍ମ ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ପୋଲିସ ସ୍ବତନ୍ତ୍ର ଟିମ୍ ସହ ନିୟୋଜିତ ହେବ। ଷ୍ଟର୍ମ ହେଉଛି ଓଡ଼ିଶା ପୋଲିସର ଏକମାତ୍ର ସ୍ନିଫର୍ ଓ ଟ୍ରାକର୍ ଡଗ୍ (କୁକୁର) ଯାହା ଭୂସ୍ଖଳନ ଘଟଣାରେ ମାଟି ତଳେ ଦବି ରହିଥିବା ଲୋକଙ୍କୁ ଶୁଂଘି ଖୋଜି ବାହାର କରିବାରେ ଉଦ୍ଧାରକାରୀଙ୍କୁ ବେଶ୍ ସହାୟତା କରିଥାଏ। [...]
ओडिया समाचारବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଘରୋଇକରଣ ଯୋଜନାକୁ ବିଜେଡିର ନିନ୍ଦା
ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଭୁବନେଶ୍ବର ବିମାନ ବନ୍ଦରକୁ ଘରୋଇକରଣ କରିବାକୁ କେନ୍ଦ୍ର ସରକାର ଚକ୍ରାନ୍ତ ଚଲାଇଛନ୍ତି। ଏହାକୁ ବିଜେଡି ତୀବ୍ର ନିନ୍ଦା କରିଛି। ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ସାଢେ ଚାରି କୋଟି ଓଡିଆଙ୍କ ପ୍ରତି ଅପମାନ। ଏହାଦ୍ୱାରା ଏହି ବିମାନ ବନ୍ଦର ଉପରେ ନିର୍ଭର କରୁଥିବା ୫ ମିଲିୟନ ଲୋକ ପ୍ରଭାବିତ ହେବେ। ଦେଶ ତଥା [...]
ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ପିତୁ ବନଦେବ ମାତୁ ବନଦେବୀ । ମୃଗ ଚରଣ ସରୋରୁହ ସେବୀ ॥ ଅଂତହୁଁ ଉଚିତ ନୃପହି ବନବାସୂ । ବୟ ବିଲୋକି ହିୟଁ ହୋଇ ହରାଁସୂ ॥ ଭାବାର୍ଥ :- ମାତା କୌଶଲ୍ୟା ପୁଣି କହିଲେ, ବଣର ଦେବତା ତୁମର ପିତାଙ୍କ ସମାନ ହେବେ ଆଉ ବନଦେବୀ ତୁମର ମାତା ହେବେ । ବଣର ସମସ୍ତ ପଶୁପକ୍ଷୀ ତୁମର ଚରଣ ଅମଳର ସେବକ ହେବେ । ରାଜାଙ୍କ ପାଇଁ ଶେଷରେ [...]
