ओडिया समाचारଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍: ଅକ୍ଷର, ଯଶସ୍ବୀଙ୍କୁ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା
ଦୁବାଇ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ ପରେ ଭାରତର ଯୁବ ଓପନର୍ ଯଶସ୍ୱୀ ଜୈସୱାଲ ଏବଂ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଟି-୨୦ ମାନ୍ୟତାରେ ଉନ୍ନତି ଘଟିଛି । ଅକ୍ଷର ଓ ଯଶସ୍ବୀ ର଼୍ୟାଙ୍କିଙ୍ଗରେ ବଡ଼ ଲମ୍ଫ ସହ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି | ଅକ୍ଷର ବୋଲରଙ୍କ ତାଲିକାରେ ଶ୍ରେଷ୍ଠ ୫ରେ ସ୍ଥାନ ପାଇଥିବା ବେଳେ ଯଶସ୍ୱୀ ବ୍ୟାଟ୍ସମ୍ୟାନ୍ ତାଲିକାରେ ଶ୍ରେଷ୍ଠ ୧୦ରେ ପ୍ରବେଶ କରିଛନ୍ତି। ଅର୍ଶଦୀପ ସିଂହ ମଧ୍ୟ ଉପରକୁ ଉଠିଛନ୍ତି। [...]
ନ୍ୟୁଜ୍ ଏଜେନ୍ସି ‘ଆଇଏଏନ୍ଏସ୍’ ଉପରେ ଆଦାନୀ ଗ୍ରୁପର ପୂର୍ଣ୍ଣ ନିୟନ୍ତ୍ରଣ, ଅଂଶଧନ ୯୯ ପ୍ରତିଶତକୁ ବୃଦ୍ଧି

ओडिया समाचारନ୍ୟୁଜ୍ ଏଜେନ୍ସି ‘ଆଇଏଏନ୍ଏସ୍’ ଉପରେ ଆଦାନୀ ଗ୍ରୁପର ପୂର୍ଣ୍ଣ ନିୟନ୍ତ୍ରଣ, ଅଂଶଧନ ୯୯ ପ୍ରତିଶତକୁ ବୃଦ୍ଧି
ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ ଗ୍ରୁପ୍ ନ୍ୟୁଜ୍ ଏଜେନ୍ସି ଆଇଏଏନ୍ଏସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିଛି। ଆଦାନୀ ଗ୍ରୁପର ସହାୟକ କମ୍ପାନୀ ଏମଜି ମିଡିଆ ନେଟୱାର୍କ ଲିମିଟେଡ୍ ଆଇଏଏନ୍ଏସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ ଏହାର ଅଂଶଧନ ବୃଦ୍ଧି କରିଛି। ଏଥିସହ ମିଡିଆ କ୍ଷେତ୍ରରେ ନିଜ ଉପସ୍ଥିତି ଆହୁରି ସୁଦୃଢ଼ କରିଛି ଆଦାନୀ ଗ୍ରୁପ୍ । ଗ୍ରୁପ୍ ତରଫରୁ ଷ୍ଟକ୍ ଏକ୍ସଚେଞ୍ଜରେ ଦାଖଲ ସୂଚନା ଅନୁଯାୟୀ, ଆଦାନୀ ଗ୍ରୁପ୍ ଗତ ମାସରେ ଆଇଏଏନ୍ଏସ୍ ରେ [...]
ओडिया समाचारଲୋକାର୍ପଣ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାର୍ଗ ପ୍ରଦକ୍ଷିଣ କଲେ ମୁଖ୍ୟମନ୍ତ୍ରୀ
ପୁରୀ – ବାସ୍ତବ ରୂପ ନେଇଛି ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ବାସ୍ତବ ରୂପ ନେଇଛି। ଆଜି ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀ ମହାରାଜା ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରକଳ୍ପ ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ, ଗଜପତି ମହାରାଜାଙ୍କ ସହ ଚାଲି ଚାଲି ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଓ [...]
ओडिया समाचारଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ପୁରୀ – ଆଜି ପୌଷ ଶୁକ୍ଳ ସପ୍ତମୀ ଜାନୁଆରୀ ୧୭ ତାରିଖ । ଆଜି କୋଟି କୋଟି ଓଡିଆଙ୍କ ଆରାଧ୍ୟ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହେଲା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଜି ଲୋକାର୍ପିତ ହୋଇଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଚାଲିଥିବା ତ୍ରିଦିନାତ୍ମକ ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ସହ ଉଦଘାଟିତ ହୋଇଛି।ପରିକ୍ରମା ପ୍ରକଳ୍ପ। ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ [...]
ओडिया समाचारସରକାରୀ ବଙ୍ଗଳା ତୁରନ୍ତ ଖାଲି କରିବାକୁ ମହୁଆଙ୍କୁ ନୋଟିସ୍
ନୂଆଦିଲ୍ଲୀ: ଲୋକସଭାରୁ ବହିଷ୍କୃତ ସାଂସଦ ତଥା ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କୁ ସରକାରୀ ବଙ୍ଗଳା ତୁରନ୍ତ ଖାଲି କରିବାକୁ କୁହାଯାଇଛି। ଏ ସମ୍ପର୍କରେ ମଙ୍ଗଳବାର ଇଷ୍ଟେଟ୍ ନିର୍ଦ୍ଦେଶାଳୟ ମହୁଆଙ୍କୁ ନିର୍ଦ୍ଦେଶ ଜାରି କରିଛି। ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ଏକ ମାସ ସମୟ ଦିଆଯାଇଥିଲା । କୋର୍ଟକୁ ଯିବାକୁ ମଧ୍ୟ ତାଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ତାଙ୍କୁ କୋର୍ଟରୁ କୌଣସି ଆଶ୍ବସ୍ତି ମିଳିନଥିଲା। ଯଦି ଏବେ ସେ ସରକାରୀ ବଙ୍ଗଳା ଖାଲି ନ କରନ୍ତି, ତେବେ [...]
ତୀର୍ଥ ଯାତ୍ରାରେ ବାହାରିଲେ ପାଞ୍ଚ ଜିଲ୍ଲାର ହଜାରେ ବରିଷ୍ଠ ନାଗରିକ
ବ୍ରହ୍ମପୁର: ବାରଣାସୀ ଓ ପ୍ରୟାଗରାଜ ଅଭିମୁଖେ ବାହାରିଲେ ପାଞ୍ଚ ଜିଲ୍ଲାର ୯୭୦ ବରିଷ୍ଠ ତୀର୍ଥଯାତ୍ରୀ ଓ ୩୦ ସହାୟକ, ଗାଇଡ୍। ବ୍ରହ୍ମପୁର ଷ୍ଟେସନରୁ ରେଳ ଯୋଗେ ବୁଧବାର ପୂର୍ବାହ୍ନରେ ଏମାନଙ୍କ ଯାତ୍ରା ଆରମ୍ଭ ହୋଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାର ସର୍ବାଧିକ ୫୫୦, ନୟାଗଡ଼ ଜିଲ୍ଲାର ୧୫୦, କନ୍ଧମାଳ ଜିଲ୍ଲାର ୧୧୫, ଗଜପତି ଜିଲ୍ଲାର ୧୧୫ ଓ ବୌଦ୍ଧ ଜିଲ୍ଲାର ୭୦ ଜଣ ବରିଷ୍ଠ ନାଗରିକ ଓ ସହାୟକ। ଏମାନଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନରେ ଭବ୍ୟ [...]
ओडिया समाचारଆଜି ତୃତୀୟ ଟି-୨୦: ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ
ବେଙ୍ଗାଲୁରୁ: ସିରିଜ କବଜା କରିସାରିଥିବା ଭାରତ ବୁଧବାର ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ବିଜୟ ଧାରା ଜାରି ରଖି କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ପ୍ରଥମ ଦୁଇଟି ମ୍ୟାଚରେ ଖାତା ଖୋଲି ପାରିନଥିବା ଅଧିନାୟକ ରୋହିତ ଶର୍ମା ମଧ୍ୟ ଫର୍ମକୁ ଫେରିବା ପାଇଁ ଚାହିଁବେ। ଜୁନ୍ ମାସରେ ହେବାକୁ ଥିବା ବିଶ୍ୱକପ ପୂର୍ବରୁ ଏହା ଭାରତର ଶେଷ ଟି-୨୦ ମ୍ୟାଚ୍। ମୋହାଲି ଏବଂ ଇନ୍ଦୋରରେ ବିଜୟ ପରେ ଟିମ୍ ମ୍ୟାନେଜମେଣ୍ଟ [...]
ଧୋନିଙ୍କ ବିରୋଧରେ ମାନହାନି ମାମଲା

ओडिया समाचारଧୋନିଙ୍କ ବିରୋଧରେ ମାନହାନି ମାମଲା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ମାନହାନି ମାମଲା ଦାୟର ହୋଇଛି । ଧୋନିଙ୍କ ଦୁଇ ପୂର୍ବତନ ବ୍ୟବସାୟିକ ସହଯୋଗୀ ମିହିର ଦିୱାକର ଏବଂ ତାଙ୍କ ପତ୍ନୀ ସୌମ୍ୟା ଦାସ ଏହି କେସ୍ କରିଛନ୍ତି । ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ପ୍ରତିଭା ଏମ୍ ସିଂହଙ୍କ ପୀଠରେ ଜାନୁଆରୀ ୧୮ରେ ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି। ଉଲ୍ଲେଖଯୋଗ୍ୟ, ଚୁକ୍ତିନାମା ଉଲ୍ଲଂଘନ ସହ ଠକେଇ ଅଭିଯୋଗରେ ଧୋନି ନିକଟରେ ତାଙ୍କର [...]
ओडिया समाचारସର୍ବସାଧାରଣଙ୍କ ପାଇଁ ଆଜି ଖୋଲିବ ଶ୍ରୀସେତୁ ଓ ଶ୍ରୀମାର୍ଗ , ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସହ ପୁରୀରେ ଆଜି ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ- ଶ୍ରୀସେତୁ ଏବଂ ଜଗନ୍ନାଥ ବଲ୍ଲଭ ପରିସରରୁ ଦୋଳବେଦୀକୁ ସଂଯୋଗ କରୁଥିବା ନୂଆ ରାସ୍ତା- ଶ୍ରୀମାର୍ଗ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ପ୍ରକଳ୍ପର ଉଦ୍ଘାଟନ କରିବା ପରେ ଏହା ଭକ୍ତ ଏବଂ ଯାତ୍ରୀଙ୍କୁ ସେବା ଯୋଗାଇବ। ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଶ୍ରୀସେତୁ । ଏହାର ନିର୍ମାଣ ଡିଜାଇନ ବି [...]
ଲୋକାର୍ପଣ ଉତ୍ସବ ଦେଖୁଛନ୍ତି ବ୍ରହ୍ମପୁରବାସୀ
ଲୋକାର୍ପଣ ଉତ୍ସବ ଦେଖୁଛନ୍ତି ବ୍ରହ୍ମପୁରବାସୀ
ବ୍ରହ୍ମପୁର: ମହାନଗରର ୯ଟି ପ୍ରମୁଖ ତଥା ଛକ ସ୍ଥାନମାନଙ୍କରେ ଲାଗିଛି ବଡ଼ ବଡ଼ ଏଲଇଡି ସ୍କ୍ରିନ୍। ସେଥିରେ ସିଧାସଳଖ ପ୍ରସାରିତ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମର ଦୃଶ୍ୟ। ଯେଉଁ ଜଗନ୍ନାଥପ୍ରେମୀମାନେ ପୁରୀ ଯାଇପାରି ନାହାନ୍ତି ସେମାନେ ନିଜ ଘର ନିକଟରେ ରହି ବଡ଼ ପରଦାରେ ଏହି ଭବ୍ୟ ଆଧ୍ୟାତ୍ମିକ ଘଟଣାକୁ ଦେଖିପାରୁଛନ୍ତି। ପ୍ରକଳ୍ପର ବିଶେଷତ୍ତ୍ବ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବା ସକାଶେ ଏହି ବିକଳ୍ପ ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଷ୍ଟାଡିୟମରେ ସବୁଠୁ ବଡ଼ [...]
