ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ମଂଜୁ ବିଲୋଚନ ମୋଚତି ବାରୀ । ବୋଲୀ ଦେଖି ରାମ ମହତାରୀ ॥ ତାତ ସୁନହୁ ସିୟ ଅତି ସୁକୁମାରୀ। ସାସ ସସୁର ପରିଜନହି ପିଆରୀ ॥ ଭାଵାର୍ଥ :- ମାତା ସୀତା ତାଙ୍କ ସୁନ୍ଦର ଆଖିରୁ କଶୃ ବୁହାଉ ଥାଆନ୍ତି । ତାଙ୍କ ଦଶା ଦେଖି ଶ୍ରୀରାମଙ୍କ ମାତା କୌଶଲ୍ୟା କରୁଣ ଓ କୋମଳ ସ୍ୱରରେ କହିଲେ, ହେ ମୋର ଧନ ! ସୀତା ଅତ୍ୟନ୍ତ ସୁକୁମାରୀ ଆଉ ସାସୁ [...]
ओडिया समाचारଗୀତା ଉପଦେଶ: ସମଦର୍ଶିତାରେ ସ୍ଥିତ, ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଇହୈବ ତୈର୍ଜିତଃ ସର୍ଗୋ ଯେଷାଂ ସାମ୍ୟେ ସ୍ଥିତଂ ମନଃ। ନିର୍ଦୋଷଂ ହି ସମଂ ବ୍ରହ୍ମ ତସ୍ମାଦ୍ ବ୍ରହ୍ମଣି ତେ ସ୍ଥିତାଃ।* ଅର୍ଥାତ:- ଯେଉଁମାନଙ୍କର ମନ ସମଦର୍ଶିତାରେ ସ୍ଥିତ,ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି। ସେମାନେ ଭଗବାନମାନଙ୍କର ବିଶୁଦ୍ଧ ଗୁଣ ଯୁକ୍ତ ହୋଇ ପରମ ସତ୍ୟରେ ସ୍ଥିତ ରହନ୍ତି। (ଗୀତା୫/୧୯)
ଅନ୍ତର୍ଜାତୀୟ ଟି-୨୦ରୁ କୋହଲି, ରୋହିତଙ୍କ ଅବସର

ओडिया समाचारଅନ୍ତର୍ଜାତୀୟ ଟି-୨୦ରୁ କୋହଲି, ରୋହିତଙ୍କ ଅବସର
ବାର୍ବାଡୋସ୍: ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ଦଳର ଦୁଇ ଭେଟେରାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି। ଫାଇନାଲରେ ଅର୍ଦ୍ଧଶତକ ସହ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା କୋହଲି ଏହି ଫର୍ମାଟରେ ଏହା ତାଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ବୋଲି ସ୍ପଷ୍ଟ କରିଥିଲେ । ସେହିପରି ରୋହିତ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ନିଜ ଅବସର ଘୋଷଣା କରିଥିଲେ [...]
ଅପେକ୍ଷାର ଅନ୍ତ, ଭାରତ ଟି-୨୦ ବିଶ୍ଵ ଚାମ୍ପିୟନ

ओडिया समाचारଅପେକ୍ଷାର ଅନ୍ତ, ଭାରତ ଟି-୨୦ ବିଶ୍ଵ ଚାମ୍ପିୟନ
ବାର୍ବାଡୋସ: ଶେଷରେ ଅପେକ୍ଷାର ଅନ୍ତ ଘଟିଛି । ଟିମ୍ ଇଣ୍ଡିଆ ହାତରେ ତୋଳି ଧରିଛି ଆଇସିସି ଟ୍ରଫି। ରୋମାଞ୍ଚକର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଭାରତ ହୋଇଛି ଟି-୨୦ ବିଶ୍ଵ ଚାମ୍ପିୟନ । ଏହି ବିଜୟ ସହ ଭାରତ ୧୧ ବର୍ଷର ଆଇସିସି ଟ୍ରଫି ମରୁଡ଼ିରେ ପୂର୍ଣ୍ଣଚ୍ଛେଦ ପକାଇଛି । ୨୦୧୩ରେ ଭାରତ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଭାରତ ୧୭ ବର୍ଷର ପ୍ରତୀକ୍ଷା ଅନ୍ତ ଘଟାଇ ଦ୍ବିତୀୟ [...]
ବର୍ଷାରେ ଧସିଗଲା ଅଯୋଧ୍ୟାର ରାମପଥ, ଠାଏଁ ଠାଏଁ ଖାଲ

ओडिया समाचारବର୍ଷାରେ ଧସିଗଲା ଅଯୋଧ୍ୟାର ରାମପଥ, ଠାଏଁ ଠାଏଁ ଖାଲ
ଅଯୋଧ୍ୟା: ପ୍ରଥମ ମୌସୁମୀ ବର୍ଷାରେ ଧସି ଯାଇଛି ଅଯୋଧ୍ୟାର ରାମପଥ। ରାମ ମନ୍ଦିରକୁ ସଂଯୋଗ କରୁଥିବା ଓ ମାତ୍ର ୬ ମାସ ତଳେ ନିର୍ମାଣ ହୋଇଥିବା ‘ରାମପଥ’ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଧସି ଯାଇଥିବା ବେଳେ ଠାଏଁ ଠାଏଁ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏଭଳି ନିମ୍ନମାନର କାମ ନେଇ ଅଯୋଧ୍ୟାବାସୀ ଓ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାମ ମନ୍ଦିରକୁ ଯିବା ପାଇଁ ନିର୍ମାଣ [...]
ओडिया समाचारଲଘୁଚାପ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ
ଭୁବନେଶ୍ଵର – ଆଜିଠୁ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୁଳ -ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରବିବାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା [...]
ଲାଞ୍ଚ ନେବାବେଳେ ଧରାପଡିଲେ ତହସିଲ ଅଫିସର ବଡବାବୁ

ओडिया समाचारଲାଞ୍ଚ ନେବାବେଳେ ଧରାପଡିଲେ ତହସିଲ ଅଫିସର ବଡବାବୁ
ଭୁବନେଶ୍ୱର – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଡ଼ିଲେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ସେକ୍ସନ ଅଫିସର ଜନ୍ ଉଇଲିୟମ ବରାଳ। ଏକ ଜମିଜମା କେସ୍ ରେକର୍ଡର ସାର୍ଟିଫାଏଡ କପି ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବରାଳଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏଡ ନକଲ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଜନ୍ ଉଇଲିୟମ ବରାଳ ୧୦ ହଜାର ଟଙ୍କା ଲାଞ୍ଚ [...]
ओडिया समाचारଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କଡ଼ା ତାଗିଦ୍: ବାଇକ୍ ଚଳାଇବା ବେଳେ ହେଲମେଟ୍ ନ ପିନ୍ଧିଲେ ଦରମା ବନ୍ଦ
ପାରଳାଖେମୁଣ୍ଡି: ନିୟମ ସମସ୍ତଙ୍କ ପାଇଁ ରହିଛି। ସମାଜରେ ସୁନାଗରିକ ସୃଷ୍ଟି କରିବା ଦାୟିତ୍ୱ ନିର୍ବାହ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ନିୟମ ପାଳିବା ଉଚିତ୍। ଏହାକୁ ନେଇ ଏବେ ଗଜପତି ଜିଲ୍ଲା ମୋହନା, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଶିକ୍ଷାଧିକାରୀ (ବିଇଓ)ମାନେ ନିଜ ନିଜ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଗିଦ୍ କରିଛନ୍ତି। ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ମଧ୍ୟ ନିଜ ଦୁଇଚକିଆ ଗାଡ଼ିରେ ଯାଆସ କରିବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ଯଦି ନକରିବେ ତେବେ ଦରମା [...]
ଟି-୨୦ ବିଶ୍ୱକପ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ

ओडिया समाचारଟି-୨୦ ବିଶ୍ୱକପ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ
ବ୍ରିଜଟାଉନ୍ (ବାର୍ବାଡୋସ): ଚଳିତ ଟି-୨୦ ବିଶ୍ୱକପରେ ଶନିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଫାଇନାଲ । ଏହି ଟାଇଟଲ ଲଢ଼େଇ ବାର୍ବାଡୋସର କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନର୍ସଅପ୍ ଭାରତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ୨୦୧୩ ପରଠାରୁ ଭାରତ ଆଉ କୌଣସି ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇନାହିଁ I ତେଣୁ ୧୧ ବର୍ଷ ଧରି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବା [...]
ଶେଫାଳୀଙ୍କ ରେକର୍ଡ ଦ୍ୱିଶତକ ପରେ ଭାରତୀୟ ମହିଳା ଟେଷ୍ଟ ଟିମର କୀର୍ତ୍ତିମାନ, ଗୋଟିଏ ଦିନରେ କଲା ୫୨୫ ରନ୍

ओडिया समाचारଶେଫାଳୀଙ୍କ ରେକର୍ଡ ଦ୍ୱିଶତକ ପରେ ଭାରତୀୟ ମହିଳା ଟେଷ୍ଟ ଟିମର କୀର୍ତ୍ତିମାନ, ଗୋଟିଏ ଦିନରେ କଲା ୫୨୫ ରନ୍
ଚେନ୍ନାଇ: ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଏକମାତ୍ର ମହିଳା କ୍ରିକେଟ୍ ଟେଷ୍ଟରେ ଭାରତ ପ୍ରଥମ ଦିନରେ ରେକର୍ଡ ବର୍ଷା କରିଛି । ଶେଫାଳୀ ବର୍ମାଙ୍କ ଦ୍ରୁତତମ ଦ୍ୱିଶତକ ଓ ସ୍ମୃତି ମନ୍ଧାନାଙ୍କ ଶତକ ବଳରେ ଭାରତ ୪ ୱିକେଟ୍ ହରାଇ ପ୍ରଥମ ଦିନରେ ହିଁ ୫୨୫ ରନର କରିନେଇଛି । ଯାହାକି କୌଣସି ମହିଳା ଟେଷ୍ଟ ମ୍ୟାଚରେ ଗୋଟିଏ ଦିନରେ ସର୍ବାଧିକ ସ୍କୋର । ଏହାଛଡ଼ା ଶେଫାଳୀ ମଧ୍ୟ ଦ୍ରୁତତମ ଦ୍ୱିଶତକ ରେକର୍ଡ [...]
