ओडिया समाचारଆଜିଠୁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ୱାର, ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ପୁରୀ – ଦୀର୍ଘ ଦିନ ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିର ଚାରି ଦ୍ଵାର। ସକାଳ ମଙ୍ଗଳ ଆଳତି ପରେ ଚାରି ଦ୍ଵାର ଖୋଲାଯାଇଛି। ଚାରିଦ୍ଵାର ଖୋଲିବା ନେଇ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା। ତେଣୁ ଚାରି ଦ୍ଵାର ଖୋଲିବା ପରେ ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିଛନ୍ତି। ସେପଟେ ଆଜି ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ । ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସାସୁ ସସୁର ଗୁର ସେବା କରେହୁ । ପତି ରୁଖ ଲାଖି ଆୟସୁ ଅନୁସରେହୁ ॥ ଅତି ସନେହ ବସ ସଖୀଂ ସୟାନୀ । ନାରି ଧରମ ସିଖବହିଂ ମୃଦୁ ବାନୀ ॥ ଭାବାର୍ଥ :- ଶାଶୁ, ଶସୁର ଆଉ ଗୁରୁଦେବଙ୍କ ସେବା କରିବ । ସ୍ବାମୀଙ୍କ ଆଡକୁ ଚାହିଁ ତାଙ୍କ କହିବା କଥାକୁ ଅନୁପାଳନ କରିବ । ପ୍ରିୟ ଚତୁରୀ ସଖୀମାନେ ମଧ୍ୟ କୋମଳ ଶବ୍ଦରେ ସ୍ତ୍ରୀ – ଧର୍ମ [...]
ओडिया समाचारଗୀତା ଉପଦେଶ: ଜୀବନରେ ଦ୍ଵନ୍ଦ କେବେହେଲେ ଯଶସ୍ବୀ ପୁରୁଷଙ୍କୁ ଶୋଭା ପାଏନାହିଁ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାଙ୍ଖ୍ଯ ଯୋଗ ରେ କହୁଛନ୍ତି- କୁତସ୍ତ୍ୱା କଶ୍ମଳମିଦଂ ବିଷମେ ସମୁପସ୍ଥିତମ୍।ଅନାର୍ଯ୍ୟଜୁଷ୍ଟମସ୍ୱର୍ଗ୍ୟମକୀର୍ତିକରମର୍ଜୁନ।। ଅର୍ଥାତ୍ ଭଗବାନ କହିଲେ ଯେ ହେ ପ୍ରିୟ ଅର୍ଜୁନ ଏହି ପରି ବିପଦପୂର୍ଣ୍ଣ ସମୟରେ ତୁମ ଠାରେ ଏହି ଦ୍ବନ୍ଦ୍ବ କିପରି ଉତ୍ପନ୍ନ ହେଲା। ଏହା ଏକ ଯଶସ୍ବୀ ପୁରୁଷ ଙ୍କୁ ଶୋଭା ପାଏ ନାହିଁ। ଏହା ଉଚ୍ଚତର ଲୋକ ମାନଙ୍କୁ ଅପଯଶ ପ୍ରଦାନ କରିଥାଏ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂତନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ: ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ओडिया समाचारମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂତନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ: ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ
ଭୁବନେଶ୍ବର: ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି। କ୍ୟାବିନେଟ୍ ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଗଣଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମାଝୀ କହିଲେ ଯେ ଓଡିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇ ନିଷ୍ପତ୍ତି [...]
ओडिया समाचारମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ , ୮ କ୍ୟାବିନେଟ ଓ ୫ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥ
ଭୁବନେଶ୍ୱର – ମୋହନ ଚରଣ ମାଝୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟକାଳ ଆରମ୍ଭ ହୋଇଛି। ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସମାରୋହରେ ରାଜ୍ୟପାଳ ରଘୁବର ଦାସ କେନ୍ଦୁଝର ସଦର ବିଜେପି ବିଧାୟକ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଉପ ମୁଖ୍ୟମନ୍ତ୍ରୀ ଭାବେ ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂହଦେଓ ଓ ନିମାପଡା [...]
ନାମିବ୍ୟାକୁ ହରାଇ ସୁପର-୮ରେ ଅଷ୍ଟ୍ରେଲିଆ

ओडिया समाचारନାମିବ୍ୟାକୁ ହରାଇ ସୁପର-୮ରେ ଅଷ୍ଟ୍ରେଲିଆ
ନର୍ଥ ସାଉଣ୍ଡ (ଆଣ୍ଟିଗ୍ବା): ଲେଗ୍ ସ୍ପିନର ଆଡାମ ଜାମ୍ପାଙ୍କ ଯାଦୁକରୀ ପ୍ରଦର୍ଶନ ସହାୟତାରେ ଅଷ୍ଟ୍ରେଲିଆ ବୁଧବାର ଟି-୨୦ ବିଶ୍ୱକପର ଏକ ମ୍ୟାଚରେ ନାମିବ୍ୟାକୁ ସହଜରେ ହରାଇ ସୁପର-୮ରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ନାମିବ୍ୟା ୧୭ ଓଭରରେ ମାତ୍ର ୭୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର ୩୪ (୫.୪ ଓଭର) ବଲରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଓପନର୍ [...]
ओडिया समाचारମୁଖ୍ୟମନ୍ତ୍ରୀ ଭାବେ ଶପଥ ପୂର୍ବରୁ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମୋହନ ମାଝୀ
ଭୁବନେଶ୍ବର – ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମୋହନ ଚରଣ ମାଝୀ ନବୀନ ନିବାସରେ ପହଞ୍ଚି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସୈ।ଜନ୍ୟମୂଳକ ସାକ୍ଷାତ କରିଛନ୍ତି । ନବୀନଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଘୋଷିତ ହୋଇଥିବା ମୋହନ ମାଝୀ । ତାଙ୍କୁ ନବୀନଙ୍କ ଆଶୀର୍ବାଦ ମିଳିଛି ବୋଲି କହିଛନ୍ତି ମୋହନ ମାଝୀ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଗତକାଲି ବିଜେପିର ଏକ ପ୍ରତିନିଧି [...]
ओडिया समाचारଚତୁର୍ଥ ଥର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ
ଅମରାବତୀ: ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ବୁଧବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଏହା ତାଙ୍କର ଚତୁର୍ଥ କାର୍ଯ୍ୟକାଳ ହେବ। ଜନସେନା ମୁଖ୍ୟ ତଥା ଅଭିନେତା ପୱନ କଲ୍ୟାଣ ଓ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତାଙ୍କ କ୍ୟାବିନେଟ ସହକର୍ମୀ ଅମିତ ଶାହା, [...]
ଟି-୨୦ ବିଶ୍ବକପ୍: ଆଜି ଆମେରିକାକୁ ଭେଟିବ ଭାରତ

ओडिया समाचारଟି-୨୦ ବିଶ୍ବକପ୍: ଆଜି ଆମେରିକାକୁ ଭେଟିବ ଭାରତ
ନ୍ୟୁୟର୍କ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚଳିତ ଟି-୨୦ ବିଶ୍ୱକପ୍ରେ ଜବରଦସ୍ତ ଢଙ୍ଗରେ ଅଭିଯାନ ଆରମ୍ଭ କରିଛି। ଭାରତ ପ୍ରଥମ ଦୁଇ ମ୍ୟାଚରେ ଆୟର୍ଲାଣ୍ଡ ଏବଂ ପାକିସ୍ତାନକୁ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ତୃତୀୟ ଗ୍ରୁପ୍ ମ୍ୟାଚରେ ବୁଧବାର (ଜୁନ୍ ୧୨) ସହ ଆୟୋଜକ ଆମେରିକାକୁ ଭେଟିବ | ବିଜୟର ହ୍ୟାଟ୍ରିକ ସହ ଭାରତ ସୁପର-୮ ପର୍ଯ୍ୟାୟରେ ସ୍ଥାନ ପକ୍କା କରିବାକୁ ଚାହିଁବ। ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଖେଳୁଥିବା ଆମେରିକା ମଧ୍ୟ ଏପର୍ଯ୍ୟନ୍ତ ନିଜ [...]
ओडिया समाचारଆଜି ରାଜ୍ୟରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ
ଭୁବନେଶ୍ୱର – ଆଜି ରାଜ୍ୟରେ ଶପଥ ନେବ ବିଜେପି ସରକାର। ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଆଜି ଶପଥ ଗ୍ରହଣ କରିବେ । ଆଜି ଅପରାହ୍ନ ୪ଟା ୫୫ ମିନିଟରେ ଭୁବନେଶ୍ୱରର ଜନତା ମଇଦାନରେ ହେବ ଶପଥ ଗ୍ରହଣ ସମାରୋହ । ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଉପ ମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ମଧ୍ୟ ଶପଥ [...]
