ओडिया समाचारଦୁଇ ଦିନିଆ ରାଜ୍ୟସ୍ତରୀୟ କୃଷକ ଉତ୍ପାଦକ ସଂଘର ପ୍ରଶିକ୍ଷଣ ଶେଷ
ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଅନ୍ତର୍ଜାତୀୟ ଖାଦ୍ୟନୀତି ଅନୁସନ୍ଧାନ ପ୍ରତିଷ୍ଠାନ (IFPRI) ଓ CGIAR ଦ୍ଵାରା ପ୍ରଣିତ ଜାତୀୟ ନୀତି ଏବଂ ରଣନୀତି (NPS)ର ସହଯୋଗରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି l ଏହି ତାଲିମରେ ଏସଆଇଟିଇ ଭୁବନେଶ୍ବର ଓ କୃଷକ ଉତ୍ପାଦକ ସଂଘ (FPO)ର ସଦସ୍ୟବୃନ୍ଦ ପ୍ରଶିକ୍ଷିତ ହୋଇଥିଲେ l କୃଷି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ବାନର ମୁକାବିଲା କରିବାରେ କୃଷକ ଉତ୍ପାଦକ ସଂଘ (FPO)ର [...]
ओडिया समाचार୧୮ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜନର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଛି। ଏହି ବୈଠକରେ ବିଏମସି କମିସନର , ବିଧାୟକ, ବରିଷ୍ଟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବୈଠକ ପରେ ଗଣମାଧ୍ୟମକୁ ସୂଚନା [...]
ରାଜ୍ୟ ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ୨୦୨୪ ପାଳିତ

ओडिया समाचारରାଜ୍ୟ ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ୨୦୨୪ ପାଳିତ
ଭୁବନେଶ୍ୱର: ଉପଭୋକ୍ତା ସୁରକ୍ଷା ଅଭିଯାନକୁ ଫଳପ୍ରଦ କରିବା ପାଇଁ ସରକାରୀ, ବେସରକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜ ଏବଂ ସର୍ବୋପରି ଗଣମାଧ୍ୟମର ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି । ସବୁ ବର୍ଗର ଉପଭୋକ୍ତା ଯେପରି ସକ୍ରିୟ ଭାବେ ଅଂଶଗ୍ରହଣ କରି ଉପଭୋକ୍ତା ସୁରକ୍ଷା ଆଇନ୍ 2019ର ସଫଳତାରେ ଭାଗିଦାରୀ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବଦା ସହଯୋଗ ରହିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ [...]
ରୁବେନଙ୍କ ପୁସ୍ତକ ବିଜେପି ଦ୍ୱାରା ପ୍ରାୟୋଜିତ: ଗଣେଶ୍ଵର

ओडिया समाचारରୁବେନଙ୍କ ପୁସ୍ତକ ବିଜେପି ଦ୍ୱାରା ପ୍ରାୟୋଜିତ: ଗଣେଶ୍ଵର
ଭୁବନେଶ୍ୱର: ରୁବେନ ବାନାର୍ଜୀ ଲେଖିଥିବା ପୁସ୍ତକ ବିଜେପି ଦ୍ବାରା ପ୍ରାୟୋଜିତ। ଏହାର ଗୋଟିଏ ପୃଷ୍ଠା ପଢିଲେ ହିଁ ଏହା ସ୍ପଷ୍ଟ ହେଉଛି ବୋଲି ବିଜେଡି ବିଧାୟକ ଗଣେଶ୍ଵର ବେହେରା ପ୍ରକାଶ କରିଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ, ଏହି ପୁସ୍ତକର ଅଭିଶନ୍ଧି ହେଲା ନବୀନ ପଟ୍ଟନାୟକଙ୍କୁ ନିନ୍ଦିତ ଓ ନ୍ୟୁନ କରିବା। ଏହାକୁ ଲୋକେ କେବେ ଗ୍ରହଣ କରିବେ ନାହିଁ। ଯିଏ ଜଣଙ୍କ ଜୀବନୀ ଲେଖେ, ସେ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥାଏ। ତାକୁ ଅଧିକ ପରିଚିତ [...]
ରୁବେନ ବାନାର୍ଜୀଙ୍କୁ ବିଜେଡି ନେତା ଅରୁଣ ସାହୁଙ୍କ ଚାଲେଞ୍ଜ : ବିଜେପି ଉପରେ ଗୋଟିଏ ଧାଡି ଲେଖିକି ଦେଖାନ୍ତୁ

ओडिया समाचारରୁବେନ ବାନାର୍ଜୀଙ୍କୁ ବିଜେଡି ନେତା ଅରୁଣ ସାହୁଙ୍କ ଚାଲେଞ୍ଜ : ବିଜେପି ଉପରେ ଗୋଟିଏ ଧାଡି ଲେଖିକି ଦେଖାନ୍ତୁ
ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ, ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଯୋଉ ପୁସ୍ତକଟି ଲେଖିଛନ୍ତି ତାହା ଲେଖିବା ପୂର୍ବରୁ ସେ ଥରେ ହେଲେ ନବୀନଙ୍କୁ ଭେଟି ନାହାନ୍ତି। ଯାହା ଉପରେ ତାଙ୍କ ପୁସ୍ତକ ରଚନା ହୋଇଛି ତାଙ୍କୁ ନପଚାରି ଏଭଳି ଲେଖିବା ନିନ୍ଦନୀୟ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା ନୟାଗଡ଼ ବିଧାୟକ ଡଃ ଅରୁଣ ସାହୁ । ପୂର୍ବରୁ ବି ବିଭିନ୍ନ ପ୍ରସଙ୍ଗରେ ନବୀନ ବାବୁଙ୍କ ବିରୋଧରେ ଅନେକ କଥା କହି ଆସିଥିବା [...]
ओडिया समाचारଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଆନ୍ଧ୍ରରେ ବନ୍ଧା ଭାଇ ଓ ଭାଇ ବୋହୂ
ବଲାଙ୍ଗୀର: ସୁଦୂର ଆନ୍ଧ୍ର ପ୍ରଦେଶର ଇଟା ଭାଟିରୁ ଫେରିଛି ଦାଦନ ଶ୍ରମିକଙ୍କ ମୃତଦେହ। ସେପଟେ ବଇନା ଟଙ୍କା ପାଇଁ ବନ୍ଧା ପଡିଛନ୍ତି ଦମ୍ପତ୍ତି। ଏଭଳି ହୃଦୟବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଥାନା ଗୁଆବାଉଁଶ ଗାଁରେ। ଗାଁର ଶିବ ମାଝୀ, ସ୍ତ୍ରୀ ରାଇମତି ଏବଂ ଭାଇ ଭାଉଜ ଦାଦନ ଖଟିବାକୁ ସୁଦୂର ଆନ୍ଧ୍ର ପ୍ରଦେଶର ଏକ ଇଟା ଭାଟିକୁ ଯାଇଥିଲେ। ସେଠାରେ ଅଧ ପେଟ ଅବସ୍ଥାରେ ହାଡଭଙ୍ଗା ପରିଶ୍ରମ କରାଇବାରୁ ଶିବ ଗୁରୁତର ଅସୁସ୍ଥ ହୋଇ [...]
ओडिया समाचारମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଗତ ମଙ୍ଗଳବାର ଖାରବେଳ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ପୂର୍ବକ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସବୁକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ। ବୈଠକରେ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ବିଶେଷ କରି ସାଧାରଣ ଲୋକମାନଙ୍କ ଜୀବନଯାପନରେ ଅତ୍ୟାବଶ୍ୟକ ରହୁଥିବା ବିଭିନ୍ନ ବିଭାଗ ଦ୍ୱାରା [...]
ओडिया समाचारଦରଦାମ ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେଡି: ସଞ୍ଜୟ
ଭୁବନେଶ୍ବର: ଲୋକଙ୍କ ସରକାର ବୋଲି କହି ଲୋକଙ୍କୁ ଶୋଷଣ କରୁଛି ବିଜେପି ସରକାର। ନିର୍ବାଚନୀ ପ୍ରତିଶ୍ରୁତି ଉଲ୍ଲଂଘନ କରିବା ପରେ ଦରଦାମ ବୃଦ୍ଧି କରି ଲୋକଙ୍କୁ ଅତିଷ୍ଠ କରୁଛି ମୋହନ ସରକାର। ଏହାର ପ୍ରତିବାଦରେ ଆସନ୍ତା ଜାନୁଆରୀ ୬ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛି ବିଜେଡି। ପ୍ରତି ବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୨୬ ରେ ବିଜେଡି ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ ହେବ। ନବୀନ ବାବୁଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ [...]
ओडिया समाचार୨୬ରେ ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ, ସରକାରକୁ ଘେରିବାକୁ ପ୍ରସ୍ତୁତି
ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ବିଜେଡି ପାଳିବ ୨୮ ତମ ପ୍ରତିଷ୍ଠା ଦିବସ। ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ। ଏହି ଅବସରରେ ରାଜ୍ଯ ଆଉ କେନ୍ଦ୍ର ସରକାରକୁ ହେବ ଶାଣିତ ଆକ୍ରମଣ। ଏଥିପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳ ତାର ରଣନୀତି ଚୂଡାନ୍ତ କରିଛି। ଦଳର ବରିଷ୍ଠ ନେତା ତଥା ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନବୀନ [...]
ओडिया समाचारଜାନୁଆରୀରେ ବିଜେଡିର ସାଂଗଠନିକ ନିର୍ବାଚନ, ନବୀନ ଦେଲେ ନିର୍ଦ୍ଦେଶ
ଭୁବନେଶ୍ବର: ଆସନ୍ତା ଜାନୁଆରୀରେ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ସଭ୍ୟ ସଂଗ୍ରହ ଅଭିଯାନ ଭଲ ଭାବେ ଚାଲିଛି। ଡିସେମ୍ବର ୨୧ ତାରିଖ ସୁଦ୍ଧା ଟାର୍ଗେଟ ହାସଲ କରିବାକୁ କୁହାଯାଇଛି। ଏହା ପରେ ସବୁ ଆଡୁ ରିପୋର୍ଟ ଆସିବା ପରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ତାକୁ ଯାଞ୍ଚ କରି ରିପୋର୍ଟ ଦଳୀୟ ସଭାପତିଙ୍କୁ ଦେବେ। ତାପରେ ଚୂଡାନ୍ତ ସଭ୍ୟ ତାଲିକା ଆସିବ ବୋଲି ଦଳୀୟ ସୂତ୍ରରୁ [...]
