ବର୍ଷା ଯୋଗୁଁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି୨୦ ବାତିଲ 

ଡର୍ବାନ: ବର୍ଷା ଯୋଗୁଁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତର ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହୋଇଛି। ମ୍ୟାଚ୍ ପୂର୍ବରୁ ଡର୍ବାନରେ ବର୍ଷା ଆରମ୍ଭ ହୋଇଥିଲା ଏବଂ ଟସ୍ ମଧ୍ୟ ହୋଇପାରି ନଥିଲା। ଶେଷରେ ମ୍ୟାଚକୁ ବାତିଲ କରିବାକୁ ପଡ଼ିଥିଲା | ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୧୨ରେ ପୋର୍ଟ ଏଲିଜାବେଥରେ ଖେଳାଯିବ |

Comments are closed.