Newsroom Odisha: Evening News Headlines

Odisha

  • CM Announces Establishment of 11 Cyber Crime and Economic
    Offences Police Stations
  • Naveen Launches Distribution of BSKY Smart Health Cards for Nayagarh, Jagatsinghpur Dists
  • Chief Secy Reviews Power Scenario, Directs to Ensure No Lead-Shading
  • “BSKY Best Healthcare Scheme” Trends on Social Media
  • BJD MPs Meet Union Minister Giriraj Singh, Demand Universal Coverage of Shelter Security for Odisha
  • Cyclone Jawad: Central Team Completes Field Visit to Odisha
  • Ganjam Darshan Bus to Boost Tourism in Dist
  • ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା
  • ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ନୟାଗଡ ଓ ଜଗତସିଂହପୁର ଜିଲ୍ଲା
  • ଜୟନ୍ତୀରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ
  • ପିଏମ ଆବାସ ପ୍ରସଙ୍ଗରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟିଲା ବିଜେଡି ସଂସଦୀୟ ଦଳ, ଦୋହରାଇଲା ମୁଖ୍ୟମନ୍ତ୍ରୀଙ୍କ ଦାବି
  • କାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
  • ରାତି ୧୦ ପରେ ଡିଜେ ବାଜିଲେ, ବାଣ ଫୁଟିଲେ ଜଣାଇବାକୁ କହିଲା କମିଶନରେଟ ପୋଲିସ, ଜାରି କଲା ହେଲ୍ପ ଲାଇନ ନମ୍ବର
  • ସବୁ କୋଭିଡ ଟିକା ଓମିକ୍ରନରୁ ସୁରକ୍ଷା ଦେବ, ଟିକା ନେଲେ ମୃତ୍ୟୁ ଆଶଙ୍କା କମ୍ ରହିବ : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ
  • ନୀତି ଆୟୋଗଙ୍କ ସହ ଆଲୋଚନାରେ ରାଜ୍ୟର ପ୍ରମୁଖ ଦାବି ରଖିବେ ସରକାର
  • କୁଶଳୀ ମାନବ ସମ୍ବଳ ପ୍ରସ୍ତୁତିର ମୂଳଦୁଆ ବ୍ରହ୍ମପୁର ଆଇଟିଆଇ: ଡ. ଗୋପବନ୍ଧୁ ଦାସ
  • ରାଜ୍ୟର ଅନେକ ଜିଲ୍ଲାରେ ଖସୁଛି ତାପମାତ୍ରା
  • ଗଜପତି ଜିଲ୍ଲାରେ ଓଲଟି ପଡିଲା କନ୍ୟାଯାତ୍ରୀ ବସ୍‌, ୨୫ରୁ ଅଧିକ ଆହତ, ୪ ଗୁରୁତର

Nation

  • SII Vaccine for 3+ Kids by Mid-2022, Says Adar Poonawalla
  • PM asks CMs to focus on good governance
  • Samsung Biologics to manufacture AstraZeneca’s Covid antibody therapy
  • Delhi Reports 4 New Omicron Cases, Tally Reaches 6
  • Terrorist killed in gunfight in J&K’s Poonch
  • RS to discuss Bills seeking extension of tenures of CBI, ED Directors
  • ଚାରିଧାମ ରାଜପଥ ପ୍ରକଳ୍ପ ଅଧୀନରେ ରାସ୍ତା ପ୍ରଶସ୍ତିକରଣକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ
  • ମହଙ୍ଗା ମାଡ଼ରୁ ମିଳୁନି ନିସ୍ତାର, ୧୨ ବର୍ଷର ରେକର୍ଡ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି
  • ଦିଲ୍ଲୀରେ ଆଉ ଚାରି ନୂଆ ଓମିକ୍ରନ୍ ରୋଗୀ ଚିହ୍ନଟ
  • ଲକ୍ଷ୍ମୀପୁର ଖେରୀ ହିଂସାକୁ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଲା ଏସ୍ଆଇଟି, ଆଶିଷ ମିଶ୍ରଙ୍କ ବିରୋଧରେ ଚାଲିବ ହତ୍ୟା ମାମଲା
  • ଶ୍ରୀନଗର ଆତଙ୍କୀ ଆକ୍ରମଣରେ ଆହତ ଆଉ ଜଣେ ଯବାନ ସହିଦ୍, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ଦେଶରେ ବଢୁଛି ଓମିକ୍ରନ୍ ମାମଲା, ମହାରାଷ୍ଟ୍ର ଓ ଗୁଜରାଟରେ ଆଉ ୩ ରୋଗୀ ଚିହ୍ନଟ, ମୋଟ ମାମଲା ୪୧କୁ ବୃଦ୍ଧି
  • ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତିୟ ବିଲକୁ ସଂସଦର ମଞ୍ଜୁରି

World

  • Omicron infections in UK to touch 200,000 daily: Report
  • China says 1st Omicron case ‘imported from Europe’
  • Biden to visit Kentucky to survey tornado damage
  • One in every 100 seniors in US died of Covid-19, CDC data show
  • ଇଣ୍ଡୋନେସିଆରେ ଭୂକମ୍ପର ବଡ଼ ଝଟକା, ସୁନାମି ନେଇ ଚେତାବନୀ

Entertainment

  • In Conversation with Miss Universe Harnaaz Sandhu
  • Actors turn nostalgic as ‘Bhabiji Ghar Par Hai’ completes 1,700 episodes
  • Amitabh Bachchan shares teaser of ‘Brahmastra’ motion poster
  • ‘KatVic’ share dreamy pictures from their wedding photoshoot
  • Keshav Uppal talks about role in upcoming web series ‘A Cold Mess’
  • ଶସ୍ତା ହେଲା ନେଟଫ୍ଲିକ୍ସ ଇଣ୍ଡିଆର ସବସ୍କ୍ରିପସନ୍ ପ୍ଲାନ୍, କେତେ କମିଲା ଜାଣନ୍ତୁ

Sports

  • MOC approves sailors’ proposal to train overseas in preparation for Asian Games
  • Virat Kohli to miss South Africa ODI series: Report
  • Khawaja is Chappell’s choice if Warner not fit for Adelaide Test
  • Warner’s ribs are ‘severely bruised’ but should open in Adelaide: Travis Head
  • ଟିମ୍ ଇଣ୍ଡିଆରେ ଫାଟ! ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ଓହରିଲେ କୋହଲି

Comments are closed.